ପାଟଣାଗଡ଼ରେ ଏଟିମ ଲୁଟ ଘଟଣା, ସିନ ରିକ୍ରିଏସନ କଲେ ଲୁଟେରା

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ପାଟଣାଗଡ଼ ସରମୁହାଣରେ ଏଟିଏମ ଲୁଟ ଘଟଣା । ଲୁଟେରା ମାନଙ୍କୁ ପାଟଣାଗଡ଼ ପୋଲିସ ୨ ଦିନିଆ ରିମାଣ୍ଡରେ ଆଣି ପଚରାଚୁରା କରିବା ପରେ ଆଜି ସିନ ରି କ୍ରିଏସନ କରିଛି । ଲୁଟେରାମାନେ ଏକ ଗ୍ୟରେଜରୁ ଗ୍ୟସ ସିଲିଣ୍ଡର ଚୋରି କରି ସେହି ଲୁଟରେ ବ୍ୟବହାର କରିଥିବା ଲୁଟେରା ମାନେ ସିନ ରିକ୍ରିଏସନ ବେଲେ ମାନିଛନ୍ତି । ପାଟଣାଗଡ଼ ଏସଡିପିଓ ଜୌତିମୟ ଭୁକ୍ତା, ଥାନା ଆଇଆଇସି ଅନନ୍ତ ପ୍ରଧାନ ଏବଂ ପୋଲିସର କଡା ସୁରକ୍ଷା ମଧ୍ୟରେ ସିନ ରିକ୍ରଏସନ ହୋଇଥିଲା । ଏହି ଲୁଟେରା ମାନେ ପୁର୍ବରୁ ବିଭିନ୍ନ ରାଜ୍ୟ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏଟିଏମ ଲୁଟ କରିଥିବା ପାଟଣାଗଡ଼ ଏସଡିପିଓ ସୂଚନା ଦେଇଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’