କେଉଁ ଦେଶରେ ପ୍ରଥମ ଛୁଇଁବ ୨୦୨୪?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୪ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି। ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୧ ତାରିଖରେ ସମଗ୍ର ବିଶ୍ୱରେ ଲୋକମାନେ ପାଳନ କରନ୍ତି ଏବଂ ଆଗାମୀ ବର୍ଷକୁ ସ୍ୱାଗତ କରନ୍ତି। ଭାରତରେ, ନୂତନ ବର୍ଷର ଉତ୍ସବ ଡିସେମ୍ବର ୩୧ ରାତି ୧୨ ଟା ପରେ ଆରମ୍ଭ ହେବ। ଆୟରଲ୍ୟାଣ୍ଡ/ କିରିବେତୀରେ ନୂତନ ବର୍ଷକୁ ସ୍ୱାଗତ କରିବାରେ ଦୁନିଆରେ ପ୍ରଥମ। ଭାରତର ସମୟ ଅନୁଯାୟୀ, ଡିସେମ୍ବର ୩୧ ତାରିଖ ଅପରାହ୍ନ ୩.୩୦ ରେ ସେଠାରେ ନୂତନ ବର୍ଷ ଆରମ୍ଭ ହେବ।

ନ୍ୟୁଜିଲ୍ୟାଣ୍ଡ, ଋଷ ଏବଂ ଅଷ୍ଟ୍ରେଲିଆର କିଛି ଅଂଶରେ ଭାରତୀୟ ସମୟ ଅପରାହ୍ନ ୪.୩୦ ରେ ନୂତନ ବର୍ଷକୁ ସ୍ୱାଗତ କରାଯିବ। ଜାପାନ ଏବଂ ଦକ୍ଷିଣ କୋରିଆରେ ଭାରତର ସମୟ ଅନୁଯାୟୀ, ନୂଆ ବର୍ଷ ଡିସେମ୍ବର ୩୧ ତାରିଖ ରାତି ୮.୩୦ ରେ ଆରମ୍ଭ ହେବ। ଚାଇନାରେ ନୂତନ ବର୍ଷର ଉତ୍ସବ ଭାରତୀୟ ସମୟ ଡିସେମ୍ବର ୩୧ ତାରିଖ ରାତି ୯.୩୦ ରେ ଆରମ୍ଭ ହେବ। ଭାରତର ପଡୋଶୀ ଦେଶ ବାଂଲାଦେଶରେ ନୂତନ ବର୍ଷର ଉତ୍ସବ ଭାରତ ପୂର୍ବରୁ ପାଳନ କରାଯିବ।

ଏହି ଉତ୍ସବ ଡିସେମ୍ବର ୩୧ ର ରାତି ୧୧.୩୦ ରେ ନୂତନ ବର୍ଷ ଆରମ୍ଭ ହେବ।  ଶେଷରେ ଏସିଆରେ ନୂତନ ବର୍ଷ ଇରାନ, ଇରାକ ଏବଂ ତୁର୍କୀରେ ପାଳନ କରାଯିବ। ଭାରତ ପରେ ଏହି ଦେଶଗୁଡିକରେ ନୂଆ ବର୍ଷ ପାଳନ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ