Masthead

ସିଏଏ କାର୍ଯ୍ୟାନ୍ୱୟର ବିଷୟ ସେମିତି ମୋ ଫାଟିରୁ ଖସି ଯାଇଥିଲା: ଶାନ୍ତନୁ ଠାକୁର

କୋଲକାତା (ବଡ଼ ଖବର ବ୍ୟୁରୋ): ଏକ ସପ୍ତାହ ମଧ୍ୟରେ ସାରା ଦେଶରେ ସିଏଏ ଲାଗୁ ହେବ । ଗତ ସପ୍ତାହରେ କହିଥିଲେ ପଶ୍ଚିମବଙ୍ଗର ବିଜେପି ଲୋକସଭା ଏମପି ତଥା ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର । ତେବେ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଶାନ୍ତନୁ । କୋଲକାତାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶାନ୍ତନୁ ଠାକୁର କହିଛନ୍ତି ଖୁବଶୀଘ୍ର ସିଏଏ କାର୍ଯ୍ୟକାରୀ ହେବ।

ଜାନୁୟାରୀ ୨୯ରେ ଦେଇଥିବା ମନ୍ତବ୍ୟ ନେଇ ସେ କହିଛନ୍ତି କହୁ କହୁ ସେମିତି କହିଦେଇଥିଲି। ବାସ୍ତବରେ, ମୁଁ କହିବାକୁ ଚାହିଁଥିଲି ସିଏଏ ପାଇଁ ନିୟମକୁ ଅନ୍ତିମ ରୂପ ଦିଆଯିବ। କାର୍ଯ୍ୟାନ୍ୱୟର ବିଷୟ ସେମିତି ମୋ ଫାଟିରୁ ଖସି ଯାଇଥିଲା। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଟିଏମସି କିମ୍ବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)ର କାର୍ଯ୍ୟକାରିତାକୁ ବନ୍ଦ କରିବାର କୌଣସି ଅଧିକାର ନାହିଁ। ଯେଉଁମାନେ ଆନ୍ଦୋଳନ ଏବଂ ପ୍ରଦର୍ଶନ ମାଧ୍ୟମରେ ଏହାକୁ ବିରୋଧ କରୁଛନ୍ତି ସେମାନେ କେବଳ ରାଜନୈତିକ କାରଣରୁ ଏହା କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ଦେଶର ଏକ ଅଂଶ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା