Masthead

ଆଜିଠୁ ନିଷ୍ପେସିତ ଜନତାର ମୁଖପତ୍ର ହେବ ‘ବଡ଼ ଖବର’

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି । ୨୪ ଘଣ୍ଟିଆ ସ୍ୟାଟେଲାଇଟ ଓଡ଼ିଆ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ ଉଦଘାଟିତ ହୋଇଯାଇଛି । ଏଣିକି ସାଧାରଣ ଲୋକଙ୍କ ସ୍ୱର ଏହି ଚ୍ୟାନେଲରେ ଶୁଭିବ । ଚାପକୁ ଅଣଦେଖା କରି ଓ ଭୟକୁ ବେଖାତିର କରି ସାମ୍ବିଧାନିକ କ୍ଷମତାରେ ଥିବା ଲୋକଙ୍କୁ ସାଧାରଣ ଲୋକର ପ୍ରଶ୍ନ ଏବେ ପଚାରିବାର ବେଳ ଆସିଛି । ଅସହାୟ ଓ ନିଷ୍ପେସିତ ଜନତାର ଆଶାର ଆଲୋକ ‘ବଡ଼ ଖବର’ ଲୋକଙ୍କ ସହିତ ରହିବ । ଲୋକଙ୍କ ସମସ୍ୟା ବୁଝିବ । ଲୋକଙ୍କ କଥା କହିବ ଆଉ ଲୋକଙ୍କ ପ୍ରଶ୍ନ ପଚାରିବା ପାଇଁ କେବେ ହେଲେ ପଛଘୁଞ୍ଚା ଦେବନାହିଁ । ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ ପ୍ରସାରଣ କରିବ ଦରଦୀ ମଣିଷର ଅକୁହା କଥା । ନିଷ୍ପେସିତ ଲୋକର ମନର ବ୍ୟଥା ।

ଏହି ୨୪ ଘଣ୍ଟିଆ ସ୍ୟାଟେଲାଇଟ ନ୍ୟୁଜ୍ ଚ୍ୟାନେଲର ଲୋଗୋ ଉନ୍ମୋଚନ ସମୟରେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଏବେବି ସେଥିରୁ ବିଚ୍ୟୁତ ହୋଇନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ