Masthead

ସିଟ ସେୟାରିଂ ଚୂଡ଼ାନ୍ତ, କାହା ଭାଗରେ କେତେ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି-ବିଜେପି ମଧ୍ୟରେ ଆସନ ଭାଗବଣ୍ଟା ନେଇ ଚାଲିଛି କସରତ । ଦିଲ୍ଲୀରେ ବିଜେଡିରୁ ପାଣ୍ଡିଆନ – ପ୍ରଣବ । ଦିଲ୍ଲୀରେ ବିଜେପିର ସମସ୍ତ ବଡ଼ ନେତାଙ୍କ ସହ ଆସନ ଭାଗବଣ୍ଟା ଛିଡ଼ାଇବାକୁ ଚାଲିଛି କସରତ । ସହମତି ହେଲେ ନଡ୍ଡା- ନବୀନ କରିବେ ମେଣ୍ଟ ଘୋଷଣା । ସେପଟେ ସିଟ ସେୟାରିଂର କିଛି ବିକଳ୍ପ ବାହାରିଥିବା ସୂଚନା ।
ବିକଳ୍ପ ୧-
ବିଜେପିକୁ ଲୋକସଭାରେ ୧୪, ବିଧାନସଭାରେ ୪୨
ବିଜେଡିକୁ ଲୋକସଭାରେ ୭, ବିଧାନସଭାରେ ୧୦୫
ବିକଳ୍ପ – ୨
ଲୋକସଭାରେ ବିଜେପିକୁ ୧୩, ବିଧାନସଭାରେ ୪୯
ଲୋକସଭାରେ ବିଜେଡିକୁ ୮, ବିଧାନସଭାରେ ୯୮
ବିକଳ୍ପ- ୩
ଲୋକସଭାରେ ବିଜେପିକୁ ୩ ଭାଗରୁ ୨ ଭାଗ, ଅର୍ଥାତ୍ ୧୪
ବିଧାନସଭାରେ ୧ ଭାଗ ଅର୍ଥାତ୍ ୪୯
ବିଜେଡିକୁ ଲୋକସଭାରେ ୧ ଭାଗ ଓ ବିଧାନସଭାରେ ୨ ଭାଗ
ଅର୍ଥାତ୍ ୭ ଓ ୯୮ ଫର୍ମୁଲା

ଲୋକସଭାରେ ବିଜେପି, ବିଧାନସଭାରେ ବିଜେଡି ହେବ ସିନିୟର୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼