Masthead

‘ଯେଉଁ ଦାୟୀତ୍ୱ ମିଳିବ ନିର୍ବାହ କରିବି’

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ୨୦୨୪ ନିର୍ବାଚନରେ ବରଗଡ଼ ଲୋକସଭାର ବିଜେପି ପ୍ରାର୍ଥୀ ଭାବରେ ପ୍ରଦୀପ ପୁରୋହିତକୁ ପ୍ରାର୍ଥୀ ଘୋଷଣା କରିଛି । ଯାହାକି ସୁରେଶ ପୂଜାରୀଙ୍କୁ ନେଇ ଜନସାଧାରଣରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ସାଂସଦ ସୁରେଶ ପୂଜାରୀ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମୋତେ ଯେଉଁ ଦାୟୀତ୍ୱ ଦେବ ତାକୁ ମୁଁ ନିର୍ବାହ କରିବି । ଦଳ ମୋତେ ବିଭିନ୍ନ ସମୟରେ ଗୁରୁ ଦାୟୀତ୍ୱ ଦେଇଛି । ଏବଂ ନିଷ୍ଠାର ସହ ତାକୁ ନିର୍ବାହ କରିଛି । ଆଗକୁ ଦଳ ମୋତେ ଯାହା ଦାୟୀତ୍ୱ ଦେବ ତାକୁ ସମ୍ମାନ ଦେବି ବୋଲି ସାଂସଦ ସୁରେଶ ପୁଜାରୀ କହିଛନ୍ତି । ବିଗତ ୫ବର୍ଷ ମଧ୍ୟରେ ଯେଉଁସବୁ ଉନ୍ନୟନ ମୂଳକ କାର୍ୟ୍ୟ କରିଛନ୍ତି ସମସ୍ତ କାର୍ୟ୍ୟ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ଏବଂ ସମସ୍ତ କାର୍ୟ୍ୟରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଭୋଟରଙ୍କ ପର୍ୟ୍ୟନ୍ତ ସମସ୍ତେ ସହଯୋଗ କରିଥିଲେ । ଝାରସୁଗୁଡା, ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସହିତ ବରଗଡ଼ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ଯେଉଁ ସମସ୍ତ କାର୍ୟ୍ୟ ଅଧୁରା ରହିଛି ଯିଏ କିଏ ବି ସାଂସଦ ଭାବେ ନିର୍ବାଚିତ ହୋଇ ଆସେ ତାଙ୍କୁ ସହାୟତା କରିବି ବୋଲି କହିଥିଲେ ସାଂସଦ ସୁରେଶ ପୁଜାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ