Masthead

ଲକ୍ଷ୍ମୀପୁର ବିଜେଡିରେ ବିଦ୍ରୋହ

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ବିଜେଡି ଦଳରେ ବିଧାୟକ ପ୍ରାର୍ଥୀକୁ ନେଇ ବିଦ୍ରୋହ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ପୂର୍ବତନ କଂଗ୍ରେସ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ଦଳର ବିଧାୟକ ପ୍ରଭୁ ଜାନିଙ୍କ ଠାରୁ ମାତ୍ର ଅଳ୍ପ ବ୍ୟବଧାନ ୨୨୯ ଖଣ୍ଡ ଭୋଟରେ ହାରି ଯାଇଥିଲେ । ଏହାପରେ କୈଳାସ ଚନ୍ଦ୍ର କୁଲେସିକା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ ।

ବିଜେଡି ଦଳରେ ଥାଇ ବିଧାୟକ ପ୍ରାର୍ଥୀ ଭାବେ ନିଜ ଦଳକୁ ପରିଚିତ କରାଇବା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖି ସାଧାରଣ ଲୋକଙ୍କ ସୁଖଦୁଃଖ ଜାନିଯାତ୍ରାରେ ସାମିଲ ହୋଇ ସଂଗଠନକୁ ମଜଭୁତ କରିଥିଲେ । ନିକଟରେ କୈଳାସ ଚନ୍ଦ୍ର କୁଲେସିକା ଓ ତାଙ୍କ ଧର୍ମପତ୍ନୀ ସୁଆଇ କୁଲେସିକା ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷାଙ୍କୁ ଶଙ୍ଖଭବନରୁ ଡାକରା ଆସିଥିଲା । ଯାହା ପରେ କୈଳାସଙ୍କ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ବିଜେଡି ଦଳର ବିଧାୟକ ପ୍ରାର୍ଥୀ ଟିକଟ୍ ଏକ ପ୍ରକାର ସୁନିଶ୍ଚିତ ହୋଇଛି । ଯାହାକୁ ନେଇ ଲକ୍ଷ୍ମୀପୁର ଓ ଦଶମନ୍ତପୁର କିଛି ବିଜେଡି କର୍ମୀ ବିରୋଧ କରି ବିଦ୍ରୋହ କରିଥିବା ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା