Masthead

ଜମିଜମାକୁ କେନ୍ଦ୍ର କରି ଗଣ୍ଡଗୋଳ

ରାଇଘର (ବଡ଼ ଖବର ବ୍ୟୁରୋ): ଜାଗା ଭାଗବଣ୍ଟାକୁ ନେଇ ଦୁଇ ଭାଇ ମଧ୍ୟରେ ତିକ୍ତତା । ଘଟଣା ଏତେ ଉଗ୍ରରୂପ ଧାରଣ କଲା ଯେ ଭୁଲି ଗଲେ ରକ୍ତ ସମ୍ପର୍କ । ଭାଇ ଭାଇକୁ ରାସ୍ତାରେ ଗୋଡେଇ ଗୋଡଇ ପିଟିବା ସହ ନିସ୍ତୁକ ମାଡ ମାରିଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ନବରଂଗପୁର ଜିଲ୍ଲା ରାଇଘର ଥାନା ରାଇଘର ଗ୍ରାମରେ । ରାଇଘର ଗ୍ରାମରେ ମୁନ୍ନା ହରିଜନ ଓ ଖେତି ହରିଜନ ଦୁଇଙ୍କ ପରିବାର ରହି ଆସୁଛନ୍ତି । ଦୀର୍ଘ ଦିନ ଧରି ଉଭୟ ପରିବାର ମଧ୍ୟରେ ଜମି ଭାଗବଣ୍ଟାକୁ ନେଇ ଗୋଣ୍ଡଗୋଳ ଲାଗି ରହିଥିଲା ।

ଗତକାଲି ସନ୍ଧ୍ୟାରେ ଏହି ଜମିକୁ ନେଇ ପୁଣି ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମୁନା ହରିଜନ ଓ ତାଙ୍କ ତିନି ପୁଅ ଶିବ, ହେମନ୍ତ, କ୍ଷୀରୋଦ ମିଶି ଖେତି ହରିଜନ ଓ ତାଙ୍କ ପୁଅ ବିଶୁଙ୍କୁ ଅତି ଅମାନୁଷିକ ଭାବେ ରାସ୍ତାରେ ଘୋଷାଡି ଗୋଡେଇ ଗୋଡେଇ ପିଟିଥିଲେ । ଉଭୟ ପରିବାର ପକ୍ଷରୁ ରାଇଘର ଥାନରେ ପୃଥକ ପୃଥକ ଭବେ ମାମଲା ରୁଜୁ କରିଛନ୍ତି। ପୋଲିସ ଏତଲାକୁ ଗ୍ରହଣ କରି ତଦନ୍ତ ଜାରି ରଖିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି ଆହାତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼