Masthead

‘ବଲିଉଡର ଦାମାଦ ବିରାଟ..ଆଇ ଲଭ ବିରାଟ’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଷ୍ଟାର ସ୍ପୋର୍ଟସକୁ ସାକ୍ଷାତକାର ଦେଇ ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନ୍ ବିରାଟ କୋହଲିଙ୍କ ବିଷୟ କହିଛନ୍ତି । ସେ କହିଛନ୍ତି ମୁଁ ବିରାଟଙ୍କ ସହ ବହୁତ ସମୟ ବିତାଇଛି । ମୁଁ ତାଙ୍କୁ ଭଲ ପାଏ। ଆମେ ତାଙ୍କୁ ବଲିଉଡର ଜ୍ୱାଇଁ ବୋଲି କହୁ। ମୁଁ ଅନ୍ୟ ଖେଳାଳିଙ୍କ ତୁଳନାରେ ତାଙ୍କୁ ଅଧିକ ଜାଣିଛି।ଅଭିନେତ୍ରୀ ତଥା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅନେକ ଫିଲ୍ମରେ କାମ କରିଥିବା ଶାହରୁଖ, ବିରାଟଙ୍କ ସହ ବିତାଇଥିବା ସମୟ ବିଷୟରେ କହିଥିଲେ।

ବିରାଟ ଏବଂ ଅନୁଷ୍କା ପରସ୍ପରକୁ ଡେଟ୍ କରିବା ଦିନଠାରୁ ମୁଁ ବିରାଟଙ୍କୁ ଜାଣିଛି ଏବଂ ସେମାନଙ୍କ ସହ ବହୁତ ସମୟ ବିତାଇଛି। ଅନୁଷ୍କାଙ୍କ ସହ ଫିଲ୍ମର ସୁଟିଂ କରୁଥିବା ବେଳେ ବିରାଟ ସେଟକୁ ଆସନ୍ତି। ସେ ଆହୁରି କହିଛନ୍ତି ଯେ, “ମୁଁ ତାଙ୍କୁ ପଠାନ୍ ଚଳଚ୍ଚିତ୍ରରେ ଥିବା ଟାଇଟଲ୍ ଗୀତର ଡ୍ୟାନ୍ସ ଷ୍ଟେପ୍ ଶିଖାଇଥିଲି। କାରଣ ଭାରତର ଗୋଟିଏ ମ୍ୟାଚରେ ମୁଁ ଦେଖିଥିଲି ଯେ, ସେ ରବିନ୍ଦ୍ର ଜାଦେଜାଙ୍କ ସହ ନାଚୁଥିଲେ। ଦୁହେଁ ଗୋଟାଏ ଗୀତର ଷ୍ଟେପ କରିବାକୁ ଚାହିଁଥିଲେ ବି ବହୁତ ଖରାପ ନାଚ ନାଚିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା