Masthead

ଭଣ୍ଡାରିପୋଖରୀରେ ଶକ୍ତିପ୍ରଦର୍ଶନ କଲେ ନିରଞ୍ଜନ ପଟ୍ଟନାୟକ

ଭଣ୍ଡାରିପୋଖରୀ (ବଡ଼ ଖବର ବ୍ୟୁରୋ): ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ବାରିକପୁର ତୋଡଙ୍ଗା ଠାରେ ଏକ ସଭା କରି ନିଜର ଶକ୍ତି ପଦର୍ଶନ କରିଥିଲେ । ୧୦ହଜାରରୁ ଅଧିକ ଲୋକମାନଙ୍କୁ ଏକତ୍ର କରି ଏକ ସମାବେଶ କରିବା ସହିତ ବିରାଟ ପଟୁଆରରେ ମୋଟର ସାଇକେଲ ରାଲିରେ ଆସି ବିଜେଡି ସରକାର ଉପରେ ଖୁବ ଜୋରରେ ବର୍ଷିଥିଲେ । ସେ କଟାକ୍ଷ୍ୟ କରି କହି ଥିଲେ।

ରାଜ୍ୟରେ ବିଜେଡି ସରକାର କିଛି କରିନାହିଁ ଯେଉଁ ୨ଟଙ୍କିଆ ଚାଉଳ ଦେଉଛନ୍ତି ତାହା ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲା ବେଳେ କଂଗ୍ରେସ ସରକାର କରିଥିଲା । ଭଣ୍ଡାରିପୋଖରୀ ଓ ବନ୍ତ ଯେଉଁ ଡାକ୍ତରଖାନା କରାଯାଇଛି ଏବଂ ଚାଷ ଜମିକୁ ଚାଷ କରିବା ଯେଉଁ କେନାଲ ଦ୍ୱାରା ଜଳସେଚିତ କରାଯାଇଛି ମୁଁ କଂଗ୍ରେସ ସରକାରରେ ମନ୍ତ୍ରୀଥିବା ବେଳେ କରିଥିଲି ବୋଲି ଦାବି କରିଥିଲେ ନିରଞ୍ଜନ ପଟ୍ଟନାୟକ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବହୁସଂଖ୍ୟାରେ ଭୋଟତାଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ନିରଞ୍ଜନ ପଟ୍ଟନାୟକ । ଆଗାମୀ ଦିନରେ ଭଣ୍ଡାରିପୋଖରୀରେ ଯେଉଁ କାମ ଠିକ ଭାବରେ ହୋଇନାହି ତାହା ନିଶ୍ଚୟ କରି ଦେଖାଇବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା