Masthead

ଅଦାନୀ ଗ୍ରୁପକୁ ଝଟକା, ୬ କମ୍ପାନୀକୁ ‘ସେବି’ ର ନୋଟିସ୍

ଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ପୁଣି ଅଦାନୀ ଗ୍ରୁପକୁ ଝଟକା । ୬ କମ୍ପାନୀକୁ ‘ସେବି’ ପଠାଇଲା ନୋଟିସ୍ । ଧନୀ ତାଲିକାରେ ଥିବା ବ୍ୟବସାୟୀ ଗୌତମ ଅଦାନୀଙ୍କୁ ପୁଣି ଏକ ବଡ ଝଟକା ଲାଗିଛି । ଗତବର୍ଷ ହିଣ୍ଡେନବର୍ଗ ରିସର୍ଚ୍ଚ ତରଫରୁ ଅଣାଯାଇଥିବା ଅଭିଯୋଗ ପରେ ଅଦାନୀ ଗ୍ରୁପର ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇଥିଲା । ପୁଣି ଏବେ ଅଦାନୀ ଗ୍ରୁପର ୬ଟି କମ୍ପାନୀକୁ ସେବି ତରଫରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏଥିରେ ଉଲ୍ଲେଖ କରିଛି କି ଏହି କମ୍ପାନୀଗୁଡିକ ସେୟାର ବଜାରରେ ତାଲିକାଭୁକ୍ତ ହେବା ନେଇ ଯେଉଁ ଆଇନ ରହିଛି ତାହାର ଉଲଂଘନ କରାଜାଇଛି ।

କମ୍ପାନୀ ସେୟାର ମାର୍କେଟରେ ନେଣଦେଣ ଓ ସେୟାର ମାର୍କେଟ ନିୟମର ଉଲଂଘନ କରିଥିବା ନେଇ ‘ସେବି’ ଅଭିଯୋଗ କରିଛି । ଏହାସହ ସେବି ତରଫରୁ ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନମିକ ଜୋନ, ଅଦାନୀ ପାୱାର, ଅଦାନୀ ଏନର୍ଜି ସଲ୍ୟୁସନ୍ସ, ଆଦାନୀ ୱିଲମର ଓ ଅଦାନୀ ଟୋଟାଲ ଗ୍ୟାସ କମ୍ପାନୀ ଉପରେ ମଧ୍ୟ ନୋଟିସ ଜାରି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ