Before Header

ରାଜ୍ୟରେ ୧୧ହଜାର ୫୯ପଜିଟିଭ ଚିହ୍ନଟ

0 14

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୧ହଜାର ୫୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬ହଜାର ୧୯୩ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪ହଜାର ୮୬୬ଟି ଲୋକାଲ କେସ ରହିଛି । ତେବେ କଟକରୁ ସର୍ବାଧିକ ୧୧୩୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧ହଜାର ୧୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୮୫୯ ଜଣ, ବାଲେଶ୍ୱରରୁ ୪୦୦ ଜଣ, ବରଗଡ଼ରୁ ୩୬୭ ଜଣ, ଭଦ୍ରକରୁ ୩୭୭ଜଣ, ବଲାଙ୍ଗୀରରୁ ୧୬୬ ଜଣ, ବୌଦ୍ଧରୁ ୨୬୧ଜଣ, କଟକରୁ ୧୧୩୩ ଜଣ, ଦେବଗଡରୁ ୧୦୩ ଜଣ, ଢେଙ୍କାନାଳରୁ ୩୫୧ ଜଣ, ଗଜପତିରୁ ୬୭ ଜଣ, ଗଞ୍ଜାମରୁ ୧୫୫ ଜଣ, ଜଗତସିଂହପୁରରୁ ୩୩୦ ଜଣ, ଯାଜପୁରରୁ ୫୬୪ ଜଣ, ଝାରସୁଗୁଡାରୁ ୨୨୮ ଜଣ।

କଳାହାଣ୍ଡିରୁ ୪୦୭ ଜଣ, କନ୍ଧମାଳରୁ ୧୦୩ ଜଣ, କେନ୍ଦ୍ରାପଡାରୁ ୩୦୯ଜଣ, କେଉଁଝରରୁ ୨୦୦ ଜଣ, ଖୋର୍ଦ୍ଧାରୁ ୧୦୧୦ ଜଣ, କୋରାପୁଟରୁ ୧୭୫ ଜଣ, ମାଲକାନଗିରିରୁ ୯୮ଜଣ, ମୟୁରଭଞ୍ଜରୁ ୬୬୨ ଜଣ, ନବରଙ୍ଗପୁରରୁ ୩୨୨ ଜଣ, ନୟାଗଡ଼ରୁ ୨୪୬ ଜଣ, ନୂଆପଡ଼ାରୁ ୪୪ ଜଣ, ପୁରୀରୁ ୪୩୦ ଜଣ, ରାୟଗଡାରୁ ୧୭୭ ଜଣ, ସମ୍ୱଲପୁରରୁ ୩୭୯ଜଣ । ସୋନପୁରରୁ ୨୦୪ ଜଣ, ସୁନ୍ଦରଗଡରୁ ୭୨୯ ଜଣ, ଷ୍ଟେଟ ପୁଲରୁ ୨୦୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ୭୦୩୪୪୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ୫୮୯୬୧୦ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ବି ୧, ୧୧, ୨୬୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Leave A Reply

Your email address will not be published.