Masthead

ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି ଦୀପାଲି

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ବିଜୁ ଜନତା ଦଳ ପକ୍ଷରୁ ମାରାଥନ ପ୍ରଚାର ସହ ଘର ଠୁ ଘର ପ୍ରଚାର ପ୍ରସାର କରାଯାଇଅଛି। ଆଜି ବିଧାନସଭା ପ୍ରାର୍ଥୀନୀ ଦୀପାଲି ଦାସ ଚଳିତ ନିର୍ବାଚନରେ ବାଜି ମାତ କରିବା ସଂକଳ୍ପକୁ ନେଇ ପୌରାଞ୍ଚଳ ୱାର୍ଡ ନମ୍ବର ୧୦ ରେ ମାରାଥନ ପ୍ରଚାର ଏବଂ ୩ ନମ୍ୱର ୱାର୍ଡରେ ଡୋର ଟୁ ଡୋର କ୍ୟାମ୍ପିନିଂ କରିଥିବାବେଳେ କିର୍ମିରା ବ୍ଲକ ଅନ୍ତର୍ଗତ ବନ୍ଧପାଲି, ଗଉଡ ପାନପାଲି ଏଵଂ ଅଘରିଆ ବାଗଡିହି ଠାରେ ରୋଡ ସୋ ସହ ସଭା ରେ ସାମିଲ ହୋଇ ନିର୍ବାଚନୀ ପ୍ରଚାର କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନିର୍ମଳ ଶାସନ ସ୍ୱର୍ଗୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ କରାଯାଉଥିବା ବିକାଶମୂଳକ କାର୍ଯ୍ୟ ଉପରେ ବିଶ୍ୱାସ ରଖି ମୋତେ ଏହି ନିର୍ବାଚନରେ ଆଶିର୍ବାଦ କରି ବିପୁଳ ସଂଖ୍ୟା ଭୋଟ ଦେଇ ବିଜୟୀ କରିବେ ବୋଲି ଦିପାଲି ଦାସ କହିଛନ୍ତି। ଏହା ସହ ୮ ମାସର ସମୟରେ ଯେଉଁ ବିକାଶ ମୂଳକକାର୍ଯ୍ୟ ହୋଇଅଛି ଏହାକୁ ଆହୁରି ଅଧିକ ଗତିରେ ଝାରସୁଗୁଡ଼ାର ବିକାଶ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା