Masthead

ବାଂଶପାଳରେ ବିଜେପିର ବିଜୟ ଶୋଭାଯାତ୍ରା

ବାଂଶପାଳ(ବଡ଼ ଖବର ବ୍ୟୁରୋ): ବାଂଶପାଳରେ ବିଜେପିର ବିଜୟ ଶୋଭାଯାତ୍ରା । ଓଡ଼ିଶାରେ ବିଜେଡିକୁ ହରାଇ ସରକାରକୁ ଆସିଛି ବିଜେପି । ଆଜି ତେଲକୋଇ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଜେପି ବିଧାୟକ ପ୍ରାର୍ଥୀ ଡକ୍ଟର ଫକିର ମୋହନ ନାଏକ ଓ କେନ୍ଦୁଝର ଜିଲ୍ଲାର ଲୋକ ସଭା ପ୍ରାର୍ଥୀ ଅନନ୍ତ ନାଏକ ଵିଶାଳ ପଟୁଆର ଆସି ଶୋଭାଯାତ୍ରା କରିଛନ୍ତି । ଶୁଆକାଠି ପଟେଶ୍ୱର ଶିବ ମନ୍ଦିରରେ ପହଞ୍ଚି ବାବାକୁ ଦର୍ଶନ କରିବା ପରେ ବାଇକ ମଧ୍ୟମରେ ହଜାର ହଜାର ବିଜେପି କର୍ମୀ ରାଲି କରିଥିଲେ । ସମର୍ଥଙ୍କ ସହ ଶୁଆକାଠି ଶିବ ମନ୍ଦିର ଠାରୁ କଲେଜ୍ ପଯ୍ୟନ୍ତ ରୋଡ ଶୋ କରିବାର ଦେଖିବାକୁ ମିଳିଥିଲା । ସେହିପରି ବାଂଶପାଳ ହାଟ ପଡିଆରୁ ବାହାରି ଜୟ ଶ୍ରୀରାମ ନାରା ଦେଇ ବାଇକ୍ ମାଧ୍ୟମରେ ରାଲି କରି ବାଂଶପାଳ ବ୍ଲକ ଅଫିସ୍ ସମ୍ମୁଖରେ ଛିଡା ହୋଇ ୨୪ ବର୍ଷର ଦୁର୍ନୀତି ସରକାର ବିରୋଧରେ ରଣହୁଙ୍କାର ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ