Masthead

ଜୋର ଧରିଲା ପ୍ରାଥମିକ ଚିକିତ୍ସାଳୟ ସ୍ଥାନ ପରିବର୍ତ୍ତନ ଦାବି

ପଟ୍ଟାମୁଣ୍ଡାଇ (ବଡ଼ ଖବର ବ୍ୟୁରୋ): ବାଛରା ପଂଚାୟତରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରାଥମିକ ଚିକିତ୍ସାଳୟ ବାଛରା ପଂଚାୟତ ନିକଟରେ ନିର୍ମାଣ ଆରମ୍ଭ କରାଯାଇଛି । ଏହି ପ୍ରାଥମିକ ଚିକିତ୍ସାଳୟ ସ୍ଥାନ ପରିବର୍ତ୍ତନ ପାଇଁ ମଣ୍ଡପଡା ଓ ବାଛରା ଗ୍ରାମବାସୀମାନେ ଦାବି କରି ନୂତନ ଗୃହ ନିର୍ମାଣକୁ ବିରୋଧ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ବାଛରା ପଂଚାୟତ ହେଉଛି ୨ଟି ଗ୍ରାମକୁ ନେଇ । ସରକାରଙ୍କ ଦ୍ୱାରା ଯେଉଁ କାର୍ଯ୍ୟକରାଯିବ ତାହା ସମସ୍ତ ଗ୍ରାମବାସୀଙ୍କ କାର୍ଯ୍ୟରେ ଆସିବା ଦରକାର ।

ଗ୍ରାମରେ ପଲ୍ଲିସଭା କରାନଯାଇ ଗ୍ରାମବାସୀଙ୍କ ସହମିତି ନିଆ ନଯାଇ ଛୁଟିଦିନରେ ଏବଂ ୱାର୍ଡମେମ୍ବରଙ୍କ ଅଜାଣତରେ ଗୋଚର ଜାଗାରେ କାମ ଆରମ୍ଭ କରାଯାଇଛି । ଏହି ଘଟଣାକୁ ଗ୍ରାମବାସୀମାନେ ତିବ୍ର ବିରୋଧ କରିବା ସହିତ ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କ ସମେତ ବିଭାଗୀୟ ମନ୍ତ୍ରୀ , ସାସଂଦ ଏବଂ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଏହିବିଷୟରେ ଅବଗତ କରାଇଥିବା ସମାଜସେବୀ ଅଭିରାମ ସାମଲ କହିଛନ୍ତି । ବିଭାଗୀୟ ଅଧିକାରୀମାନେ ଯଦି ସ୍ଥାନ ପରିବର୍ତ୍ତନ କରିବାକୁ ପଦକ୍ଷେପ ନ ନିଅନ୍ତି ଗ୍ରାମବାସୀମାନେ ଅନଶନରେ ବିସିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼