Masthead

ଫେକ ସାର୍ଟିଫିକେଟରେ ହୋଇଥିଲେ ଶିକ୍ଷୟିତ୍ରୀ, ବହିଷ୍କାର ଦାବି

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ମାହାଙ୍ଗା ବ୍ଲକ ଗୋକନ ହାଇସ୍କୁଲ ଶିକ୍ଷୟିତ୍ରୀ ନୀଳିମା ପାତ୍ରଙ୍କ ପାଇଁ ବଢିଲା ଅଡୁଆ । ଜାଲ ବିଇଡି ସାର୍ଟିଫିକେଟ ବଳରେ ଶିକ୍ଷୟିତ୍ରୀ ପାଇଥିଲେ ନିଯୁକ୍ତି । ଅଭିଯୋଗ ପରେ ସାମ୍ନାକୁ ଆସିଲା ସତ୍ୟ । ଛତ୍ରପତି ଶିବାଜୀ ମହାରାଜ ଜୀ ଇନଭରର୍ସିଟି କାନପୁର ଉତ୍ତରପ୍ରଦେଶ ନାରେ ନୀଳିମା ଦାଖଲ କରିଥିବା ବିଇଡି ସାର୍ଟିଫିକେଟ ନକଲି ପ୍ରମାଣିତ ।

ସ୍କୁଲ ପରିଚାଳନା କମିଟି ରିପୋର୍ଟ ଆଧାରରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବହିଷ୍କାର ଚିଠି ପ୍ରଦାନ କଲେ ପ୍ରଧାନଶିକ୍ଷକ । ନୀଳିମା ହେଉଛନ୍ତି ବିଜେଡି ନେତା ତଥା ପୂର୍ବତନ ପଞ୍ଚାୟତ ସମିତି ଚେୟାରମ୍ୟାନଙ୍କ ଧର୍ମପତ୍ନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ