ବିଧାୟକଙ୍କ କଥା ଶୁଣିଲେ ନାହିଁ ସଭ୍ୟ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ବିଧାୟକଙ୍କ କଥା ଶୁଣିଲେ ନାହିଁ ସଭ୍ୟ । କାହିଁକି ଆମେ ଦେବୁ ନାହିଁ ପଞ୍ଚାୟତ ପ୍ରୋଜେକ୍ଟ କହି ଆଧାରୁ ଉଠିଲେ। ହାଟଡିହି ବ୍ଲକ ପଞ୍ଚାୟତ ସମିତି ଗୃହରେ ଦେଖାବାକୁ ମିଳିଛି ଏଭଳି ଚିତ୍ର। ଏହି ସ୍ୱତନ୍ତ୍ର ବୈଠକରେ ସଭାରେ ବିଧାୟକ ଅଭିମନ୍ୟୁ ସେଠୀଙ୍କ ସହ ବିଜେପି ସାଂସଦ ପ୍ରତିନିଧି ଓ ବିଡ଼ିଓ, ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ଉପସ୍ଥିତ ରହିଥିଲେ।

ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ କେଉଁ କେଉଁ ପ୍ରସ୍ତାବ ଦେଇପାରିବେ ଓ କେତେ ଟଙ୍କାରେ ଦେବେ ଆରମ୍ଭ କରିବା ମାତ୍ରେ ଉଠିଥିଲେ ସଭ୍ୟମାନେ । ପ୍ରଶ୍ନ କରିଥିଲେ ଯେ କାହିଁକି ବସିଛି ଆଜିର ବୈଠକ । ପରେ ବିଡ଼ିଓ ଉତ୍ତର ରଖିଥିଲେ କି ପ୍ରତି ପଞ୍ଚାୟତ ରୁ ଆସିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ସ୍ୱୀକୃତି ଦିଆଯିବ। ସେତେବେଳେ ଆରମ୍ଭ ହୋଇଥିଲା ହଙ୍ଗାମା।

ଆମକୁ ସେ ନା ପ୍ରସ୍ତାବ ଦେଇଛନ୍ତି, ଗ୍ରାମ ସଭା ପଲ୍ଲି ସଭା, ଆମକୁ ଡ଼ାକୁନଥିବା ରୁ କିଏ ସେ ପ୍ରସ୍ତାବ ଦେଇଛି କାହିଁକି ଆମେ ପ୍ରସ୍ତାବ ଦେବୁ ନାହିଁ ବୋଲି କହି କକ୍ଷ୍ୟ ତ୍ୟାଗ କରିଥିଲେ । ଅଧ୍ୟକ୍ଷା ସାବିତ୍ରୀ ସେଠୀ ଆସି ବୁଝାଇ ବା ପରେ ଗୃହକୁ ଫେରି ଥିଲେ ସମସ୍ତେ। ବିଡ଼ିଓ ସଭ୍ୟଙ୍କ ଦାବି ରଖିବାକୁ ନିଷ୍ପତି ଦେବା ପରେ ଗୃହ ଶାନ୍ତ ପଡିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’