Masthead

ପାକିସ୍ତାନର ୪ଟି ଏୟାରବେସ୍ ଉପରେ ଭାରତର ମିସାଇଲ ମାଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନର ୪ ଏୟାରବେସ୍ ଧ୍ୱଂସ । ୪ଟି ଏୟାରବେସ୍ ଉପରେ ଭାରତର ଆଟାକ୍। ଲାହୋର୍, ସିଆଲକୋଟ, କରାଚି ଏୟାରବେସ୍ ଧ୍ୱଂସ। ୪ ଏୟାରବେସରେ ୬ ମିସାଇଲ ମାଡ଼। ପଞ୍ଜାବ ପ୍ରାନ୍ତ ସୌରକୋଟରେ ପ୍ରଚଣ୍ଡ ବିସ୍ଫୋରଣ । ରଫିକ ଏୟାର ବେସରେ ପାଖରେ ପ୍ରଚଣ୍ଡ ବିସ୍ଫୋରଣ । ରାୱଲପିଣ୍ଡି ନୁର ଖାନ ଏୟାରବେସରେ ବିସ୍ଫୋରଣ । ମୁରିଦ ଏୟାରବେସରେ ଭାରତର ମିସାଇଲ ମାଡ଼। ପାକିସ୍ତାନରେ ବଡ଼ ବିସ୍ଫୋରଣ । ପାକିସ୍ତାନ ବନ୍ଦ କଲା ଏୟାରସ୍ପେସ୍ । ଆଜି ପାଇଁ ସମସ୍ତ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ରୋକ୍ । ତିନୋଟି ଏୟାରବେସ୍ ଉପରେ ବଡ ବିସ୍ଫୋରଣ ହୋଇଥିବା ସୂଚନା ।ଇସଲାମାବାଦ, ରାୱଲପିଣ୍ଡି, ଲାହୋରରେ ଧମାକା ।

ରାୱଲପିଣ୍ଡି ନୂର ଖାନ୍ ଏୟାରବେସରେ ବିସ୍ଫୋରଣ । ଭାରତ ଛାଡ଼ିଲା ବାଲାଷ୍ଟିକ ମିସାଇଲ୍ । ବଡ଼ ଦାବି କଲା ପାକିସ୍ତାନ ସେନା । ପାକିସ୍ତାନ ଉପରେ ଛାଡ଼ିଲା ୬ ବାଲିଷ୍ଟିକ ମିସାଇଲ । ଆଇଏସପିଆର ମୁଖ୍ୟ କଲେ ଦାବି ।  ପାକିସ୍ତାନର ୪ଟି ଏୟାରବେସ୍ ଉପରେ ଭାରତ ୬ଟି ମିସାଇଲ ମାଡ କରିଛି।  ଲାହୋର, ସିଆଲକୋଟ ଓ କରାଚି ଏୟାରବେସ୍ ଧ୍ୱଂସ । ପଞ୍ଜାବ ପ୍ରାନ୍ତ ସୌରକୋଟ, ରଫିକି ଏୟାର ବେସ୍‌, ରାୱଲପିଣ୍ଡିର ନୁର ଖାନ୍ ଏୟାରବେସ୍ ଓ ମୁରିଦ୍ ଏୟାରବେସରେ ମିସାଇଲ ମାଡ କରିଛି କରିଛି ଭାରତ । ଜମ୍ମୁ ନିକଟରେ ପାକିସ୍ତାନୀ ଆତଙ୍କୀଙ୍କ ଡ୍ରୋନ୍ ଲଂଚପ୍ୟାଡକୁ ମଧ୍ୟ ଧ୍ୱଂସ କରିଛି ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍