ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି…

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପହଲଗାମ ଆତଙ୍କୀ ଆକ୍ରମଣର ବଦଲା । ପାକିସ୍ତାନ ଉପରେ ଭାରତର ଜବରଦସ୍ତ ପ୍ରଭାର । ଶହେରୁ ଅଧିକ ଆତଙ୍କବାଦୀ ସଫା । ୪୦ରୁ ଅଧିକ ସୈନ୍ୟଙ୍କ ମୃତୁ୍ୟ । ଭାରତର ଘନଘନ ଆକ୍ରମଣରେ ପାକିସ୍ତାନର ତ୍ରାହିତ୍ରାହି । ଶେଷରେ ବିଶ୍ୱ ଆଗରେ ହାତ ପତାଇଛି କାଙ୍ଗାଳ ଦେଶ । ଉଭୟ ଦେଶର ଯୁଦ୍ଧରେ ପାକିସ୍ତାନର ବଡ଼ ଧରଣର କ୍ଷତି ହୋଇଛି । ପ୍ରଥମେ ଭାରତର ମାତ୍ର ତିନି ଦିନର ଆକ୍ରମଣକୁ ତ ସହିପାରିଲା ନାହିଁ ହେଲେ ଏହି ତିନି ଦିନରେ ୩୩ ଜହାର ୪ଶହ କୋଟିର କ୍ଷତି ହୋଇଛି । ଆଇଏମଏମ ଠାରୁ ଯେଉଁ ଋଣ ପାଇଛି ତାହା କମ୍ ପଡ଼ିଯିବ ।

ଏହାରି ଭିତରେ ପାକିସ୍ତାନ ଭଲ ସ୍ଥିତିକୁ ଆସିବାକୁ ହେଲେ ପୁଣି ହାତ ପାତିବାକୁ ପଡ଼ିବ । ଭାରତର ଜବରଦସ୍ତ ଆକ୍ରମଣରେ ପାକ୍ ୪ ବିଲିୟନ ଡଲାର କ୍ଷତି ସହିଛି । ମିଲିଟାରୀ ଅପରେସନରେ ପାକିସ୍ତାନ ଦିନକୁ ୨୫ ନିୟୁତ ଡଲାର ଖର୍ଚ୍ଚ କରିଛି । ଏୟାରସ୍ପେଶ ବନ୍ଦ ଯୋଗୁଁ ୨୦ ନିୟୁତ ଡଲାର କ୍ଷତି । ଯେଉଁ କାରଣ ପାଇଁ ଆତଙ୍କୀ ଦେଶ ପାକିସ୍ତାନର ମୁଦ୍ରା ଭଣ୍ଡାର ଦୁର୍ବଳ । ଭାରତର ଅପରେସନ ସିନ୍ଦୂର ପାକିସ୍ତାନର ଅର୍ଥନୀତିକୁ ଭାଙ୍ଗି ଦେଇଛି । ଆଗକୁ ଆମେରିକା ସହ କାନାଡ଼ା, ବ୍ରିଟେନ୍, ୟୁରୋପ ଆଗରେ ପୁଣି ହାତ ପତାଇବ ଏଥିରେ ଦ୍ୱିମତ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ