Masthead

ଆଇରନ ଗାଡି କବଜାରେ ପାରାଦୀପ ରାଜରାସ୍ତା

ପାରାଦୀପ (ବଡ଼ ଖବର ବ୍ୟୁରୋ): ଆଇରନ ଗାଡି କବଜାରେ ପାରାଦୀପ ରାଜରାସ୍ତା । ବିଳମ୍ବିତ ରାତ୍ରିରେ ଧାଡିଭାଙ୍ଗି ଆଇରନ ଟ୍ରକ ଦ୍ରୁତ ଗତିରେ ଯାଉଥିବା ସମୟରେ ପୋଲିସ ସାଜିଛି ଦେଖଣାହାରି । ଧାଡିଭଙ୍ଗା ସମସ୍ୟାକୁ ନେଇ ପାରାଦୀପ ରାଜରାସ୍ତାରେ ଅନେକ ସମୟରେ ଘଟୁଛି ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଯାଉଛି ଅନେକ ନିରୀହଙ୍କ ଜୀଵନ ଚାଲିଯାଉଥିଲେ ବି ଏଥିପ୍ରତି ଏହି ଧାଡିଭଙ୍ଗା ଆଇରନ ଟ୍ରକ ମାନଙ୍କର କିଛି ଖାତିର ନାହିଁ । କାହା ଇସାରାରେ ଏହି ଆଇରନ ଟ୍ରକ ଗୁଡିକ ପୋଲିସ ପ୍ରଶାସନକୁ ଅଣଦେଖା କରି ଦ୍ରୁତ ଗତିରେ ଗାଡି ଚାଳନା କରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠୁ ବଡ଼ପ୍ରଶ୍ନ ପୋଲିସ ଉପସ୍ଥିତରେ ଏହି ଧାଡିଭଙ୍ଗା ଆଇରନ ଟ୍ରକ ଗୁଡିକ ପୋଲିସକୁ ଖାତିର ନ କରି ଦ୍ରୁତ ଗତିରେ ଚାଲିଯାଉଥିବା ସମୟରେ ପୋଲିସ ଦେଖଣାହାରୀ ସାଜିବା ଘଟଣା ସାଧାରଣରେ ଆଲୋଚନାର ବିଷୟବସ୍ତୁ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ