ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ

ପାକିସ୍ତାନରେ ଲାଗୁ ହେଲା ବାଲ୍ୟବିବାହ ଆଇନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) :ପାକିସ୍ତାନରେ ଲାଗୁ ହେଲା ବାଲ୍ୟବିବାହ ଆଇନ । ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ବିବାହ ପାଇଁ ସର୍ବନିମ୍ନ ବୟସ ସୀମା ୧୮ ହେବ ବୋଲି ଏକ ବିଲରେ ଉଲ୍ଲେଖ କରିଛନ୍ତି ।

ଶିଶୁମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଏବଂ ୧୮ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ବିବାହକୁ ଉଚ୍ଛେଦ କରିବା ପାଇଁ ଇସଲମାବାଦ ରାଜଧାନୀ କ୍ଷେତ୍ର ବାଲ୍ୟ ବିବାହ ନିରୋଧ ବିଲ୍କୁ ସଂସଦର ଉଭୟ ଗୁହରେ ପାସ୍ କରାଯାଇଥିଲା । ପରେ ଏହା ମେ ୨୭ତାରିଖରେ ରାଷ୍ଟ୍ରପତିଙ୍କୁ ପଠାଯାଇଥିଲା ଏବଂ ଏହି ବିଲ୍ଟି ପାକିସ୍ତାନରେ ଆଜିଠାରୁ ଲାଗୁହେଲା ।

ପାକିସ୍ତାନର ସିଆଇଆଇରେ ଏହା କୁହାଯାଇଛି ଯେ ୧୮ବର୍ଷରୁ କମ୍ ବୟସର ବିବାହକୁ ବଳତ୍କାର ଭାବରେ ଉପସ୍ଥାପନା କରିବା ଇସ୍ଲାମିକ୍ ଆଇନ ନୁହେଁ । ବିଭିନ୍ନ ପ୍ରକାରର ବିରୋଧ ସ୍ୱତ୍ତ୍ୱେ ଶେଷରେ ବିଲ୍ ଅନୁମୋଦନ ରାଷ୍ଟ୍ରପତିଙ୍କ ଦ୍ୱାରା ସଫଳ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’