Masthead

ପାକିସ୍ତାନର ୯ ବିମାନ ନଷ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅପରେସନ ସିନ୍ଦୂର ଭାଙ୍ଗିଲା ପାକିସ୍ତାନର ମେରୁଦଣ୍ଡ । ଭାରତୀୟ ସେନାର ଆକ୍ରମଣରେ ପାକସ୍ତାନ ଥରହର । ଭାରତୀୟ ବୀରଙ୍କ ପ୍ରଚଣ୍ଡ ଆକ୍ରମଣରେ ଆତଙ୍କୀ ଦେଶ ଛାରଖାର ହୋଇଯାଇଛି । ଭାରତର ଆକ୍ରମଣରେ ପାକିସ୍ତାନର ୯ଟି ଯୁଦ୍ଧ ବିମାନ ନଷ୍ଟ ହୋଇଛି । ମେ ୭’ ତାରିଖରେ ଅପରେସନ ସିନ୍ଦୂରରେ ଭାରତୀୟ ସେନା ପାକସ୍ତାନର ବାୟୁସେନା ଘାଟି ଉପରେ ପ୍ରବଳ ଆକ୍ରମଣ କରିଥିଲା ।

ରାଫେଲ ଓ ସୁଖୋଇ ୩୦ ଏମକେଆଇ ବିମାନରୁ ଭାରତ କରିଥିଲା ବ୍ରହ୍ମୋସ ମିସାଇଲର ବ୍ୟବହାର । ଫଳରେ ପାକିସ୍ତାନର ଗୋଟିଏ ସି-୧୩୦ ଜେ ଟ୍ରାନ୍ସପୋର୍ଟ ବିମାନ ଧ୍ୱଂସ ହୋଇଛି । ଏହାସହ ଗୋଟିଏ ଜେଏଫ୍-୧୭ ଫାଇଟର ଜେଟ ଓ ଦୁଇଟି ଏଫ-୧୬ ବିମାନ ନଷ୍ଟ ହୋଇଛି । ଖାଲି ସେତିକି ନୁହେଁ ପାକିସ୍ତାନର ନୂର ଖାନ, ସରଗୋଧା, ଭୋଲାରୀ ଭଳି ପ୍ରମୁଖ ବାୟୁସେନା ଘାଟିରେ ଥିବା ରାଡାରକୁ ନଷ୍ଟ କରିଛି ଭାରତୀୟ ସେନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ