Masthead

‘ଉଦୟନିଧିଙ୍କ କଟାମୁଣ୍ଡା ଆଣିଲେ ଦିଆଯିବ ୧୦ କୋଟି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସନାତନ ଧର୍ମକୁ ଉଦୟନିଧୀ ଷ୍ଟାଲିନ୍ ଡେଙ୍ଗୁ, ମାଲେରିଆ ସହ ତୁଳନା କରିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସନ୍ଥ । ଉତ୍ତ୍ୟକ୍ତ ହୋଇଛନ୍ତି ଅଯୋଧ୍ୟା ସ୍ଥିତ ଛାନବି ମନ୍ଦିରର ମୁଖ୍ୟ ପୂଜାରୀ ପରମହଂସ ଆଚାର୍ୟ୍ୟ । ‘ଉଦୟନିଧୀଙ୍କ ମୁଣ୍ଡ କାଟିଆଣିଲେ ୧୦ କୋଟି ଦେବେବୋଲି ଘୋଷଣା କରିଛନ୍ତି । ଏହି ସମୟରେ ଅଯୋଧ୍ୟାର ଜଣେ ସାଧୁ ପରମହଂସ ଆଚାର୍ୟ୍ୟ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ଗୋଟିଏ ହାତରେ ଉଦୟନିଧିଙ୍କ ପୋଷ୍ଟର ଏବଂ ଅନ୍ୟ ହାତରେ ଖଣ୍ଡା ଧରିଥିବାର ନଜର ଆସିଛନ୍ତି।

 

ଭିଡିଓରେ ସେ ପୋଷ୍ଟରରେ ଉଦୟନିଧିଙ୍କ ମୁଣ୍ଡ କାଟି ନିଆଁ ଲଗାଇଥିବାର ନଜର ଆସିଛନ୍ତି। ସାଧୁ ପରମହଂସ ଆଚାର୍ୟ୍ୟ ତାଙ୍କ ଭିଡିଓରେ ଯେଉଁମାନେ ନେତାଙ୍କ ମୁଣ୍ଡ କାଟିବେ ସେମାନଙ୍କୁ ୧୦କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା