Masthead

ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି

ଆଶାୟୀ ଫେରିପାଇବେ ନିଜେ ନିଜର ପରୀକ୍ଷା ଫି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପରୀକ୍ଷାର୍ଥୀ ମାନଙ୍କ ପାଇଁ ଖୁସି ଖବର ଭେଟିଦେଲେ ରାଜ୍ୟ ସରକାର । ଆଶାୟୀ ଫେରିପାଇବେ ନିଜେ ନିଜର ପରୀକ୍ଷା ଫି ।

ପରୀକ୍ଷା ପରିଚାଳନା ଦିଗରେ ରାଜ୍ୟ ସରକାରଙ୍କ ବଡ ନିସ୍ପତ୍ତି । ସରକାରଙ୍କ ଅଧିନରେ ଥିବା ନିଯୁକ୍ତି ସଂସ୍ଥା ଗୁଡିକ ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼ କରିବାକୁ ସରକାର ନେଇଛନ୍ତି ପଦକ୍ଷେପ ।

ଓପିଏସସି, ଓଏସଏସି ଓ ଓଏସଏସଏସସି ବୋର୍ଡକୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ସରକାର । ଯେଉଁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇଛନ୍ତି କେବଳ ସେମାନଙ୍କୁ ଏହି ପରୀକ୍ଷା ଫି ପାଇବାର ହକଦାର ହେବେ ।

କୌଣସି କାରଣରୁ ଆଶାୟୀ ବ୍ୟକ୍ତି ପରୀକ୍ଷା ଦେଇନାହାନ୍ତି ତେବେ ସେମାନେ ଏହି ଅର୍ଥରାଶି ପାଇବାରୁ ବଞ୍ଚିତ ରହିପାରନ୍ତି । ସେମାନଙ୍କୁ ସରକାର ନନ୍-ସିରିୟସ୍ କ୍ୟାଣ୍ଡିଡେଟ୍ ଭାବରେ ବିବେଚନା କରିବାକୁ ଯାଉଛନ୍ତି । ଏହାଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବାକୁ ଆଗାମୀ ଦିନରେ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ