Masthead

ଆଇଏସ୍ ଅଧିକାରୀଙ୍କୁ ନେଇ ରାକେଶ ଟିକାୟତଙ୍କ ବିବାଦୀୟ ମନ୍ତବ୍ୟ

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ):   ସରକାରରେ ରହିଛନ୍ତି ତାଲିବାନର ଜଣେ କମାଣ୍ଡର । ତାଙ୍କ ନିର୍ଦ୍ଦେଶରେ ଚଷୀଙ୍କ ଉପରକୁ ଲାଠିଚାର୍ଜ ହେଉଛି । ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏକ ଭାଇରାଲ ଭିଡିଓରେ ଚାଷୀ ନେତା ରାକେଶ ଟିକାୟତ ଏପରି କହୁଥିବା ନଜରକୁ ଆସିଛି । ଏକ ଭାଇରାଲ ଭିଡିଓରେ ଜଣେ ଆଇଏସ ପୋଲିସ କର୍ମଚାରୀଙ୍କୁ ଚଷୀଙ୍କ ମୁଣ୍ଡ ଉପରେ ଲାଠି ମାଡ କିରିବାକୁ କହଥିବାର ଦେଖିବାକୁ ମିଳିଥିଲା । ଆଉ ଏହାପରେ ଏଥିରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଟିକାୟତ । ତେବେ ଦେଶରେ ଏଭଳି ଶାସନକୁ ସେ ତାଲିବାନ ଶାସନର ରୂପ ଦେଇଛନ୍ତି । ସେ କହିଛନ୍ତି ଯେ ସେମାନେ ଆମକୁ ଖଲିସ୍ତାନୀ ବୋଲି କହୁଛନ୍ତି । ଯଦି ଆମକୁ ଖଲିସ୍ତାନୀ ଓ ପାକିସ୍ତାନୀଙ୍କ ସହ ତୁଳନା କରାଯାଉଛି ତେବେ, ସରକାର ମଧ୍ୟ ଏଠାରେ ତାଲିବାନ ସହ ତୁଳନା ହେବାର ଯୋଗ୍ୟ ।

ଗତ ଶନିବାର ରାଜ୍ୟର ଶାସକ ଦଳ ବିଜେପିର ଏକ ବୈଠକ ବସିଥିଲା । ଯାହାକୁୁ ବିରୋଧ କରିବା ସମୟରେ ଆଇଏସ ଅଧିକାରୀ ଆୟୁଷ ସିହ୍ନାଙ୍କ ଏକ ଭିଡିଓ ରେକର୍ଡ ହେ।।ଇଥିଲା । ଯେଉଁଥିରେ ସେ ଜଣେ ପୋଲିସ କର୍ମଚାରୀଙ୍କୁ ଚାଷୀଙ୍କ ଉପରେ ଲାଠି ଚାର୍ଚ୍ଚର୍ କରିବାକୁ କହିଥିଲେ । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନହୋରଲାଲ ଖଟ୍ଟର ଆଇଏସ ଅଧିକାରୀଙ୍କ ଏପରି ନର୍ଦ୍ଦେଶକୁ ନିନ୍ଦା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା