Masthead

ସହଯୋଗର ହାତ ବଢ଼ାଇବ ଭାରତ

ବାଂଲାଦେଶକୁ ସାହାଯ୍ୟର ହାତ ବଢ଼ାଇଛି ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିପଦରେ ପଡ଼ିଥିବା ଶତ୍ରୁକୁ ସବୁବେଳେ ସାହାଯ୍ୟ କରେ ଭାରତ । ବାଂଲାଦେଶକୁ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛି ଭାରତ । ବାଂଲାଦେଶରେ ଘଟିଥିବା ହୃଦୟ ବିଦାରକ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁଜଣ ଆହାତ ହୋଇଛନ୍ତି । ଯେହେତୁ ପ୍ଲେନଟି ଏକ ସ୍କୁଲ ଛାତ ଉପରେ କ୍ରାସ ହୋଇଥିଲା ତେଣୁ ଆହାତଙ୍କ ମଧ୍ୟରେ ପିଲାମାନଙ୍କ ସଂଖ୍ୟା ଅଧିକ । ଆହାତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଡ଼ାକ୍ତର ଏବଂ ନର୍ସ ମାନଙ୍କର ଏକ ଟିମ୍ ବାଂଲାଦେଶ ପଠାଇବ ଭାରତ ।

ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ‘ଆବଶ୍ରକୀୟ ଚିକିତ୍ସା ସହିତ ପୋଡ଼ା ବିଶେଷଜ୍ଞ ଡ଼ାକ୍ତର ଏବଂ ନର୍ସଙ୍କ ଏକ ଦଳ ପୀଡ଼ିତଙ୍କ ଚିକିତ୍ସା ପାଇଁ ଶୀଘ୍ର ବାଂଲାଦେଶର ରାଜଧାନୀ ଢାକା ଯିବେ । ସୂଚନାରୁ ଯାହା ଜଣାଯାଇଛି ସାହାଯ୍ୟ ପାଇଁ ଦିଲ୍ଲୀରୁ ଦୁଇଜଣ ଡ଼ାକ୍ତର ମଧ୍ୟ ସାମିଲ ଅଛନ୍ତି । ଆବଶ୍ୟକ ପଡ଼ିଲେ ଚିକିତ୍ସା ପାଇଁ ରୋଗୀ ମାନଙ୍କୁ ଭାରତ ମଧ୍ୟ ପଠାଯିବ । ଦୁର୍ଘଟଣାରେ ୩୧ଜଣଙ୍କ ମୃତ୍ୟୁ ସହ ୧୫୦ରୁ ଅଧିକ ଆହାତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨୫ଜଣ ସ୍କୁଲ ପିଲା ଅଛନ୍ତି । ଭାରତ ଚାହୁଁଛି ଆହାତମାନେ ଯଥାଶିଘ୍ର ସୁସ୍ଥ ହୁଅନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ