Masthead

ଅନ୍ଧବିଶ୍ୱାସ ପାଇଁ ଶବକୁ ଛୁଇଁଲେ ନାହିଁ ଗାଁ ଲେକେ

ବାଲେଶ୍ବର (ବଡ଼ ଖବର ବ୍ୟୁରୋ): କୁପ୍ରଥା ଓ ଅନ୍ଧ ବିଶ୍ୱାସ ପାଇଁ ଶବକୁ ଛୁଇଁଲେ ନାହିଁ ଗାଁ ଲେକେ । ଦୁଇ ଦିନ ଧରି ଘର ବାରଣ୍ଡାରେ ପୁଅର ଶବକୁ ଧରି ବସିଥିଲା ମାଆ ।  ଗାଁ ଲୋକଙ୍କ ବାଛନ୍ଦ ପାଇଁ ୨୪ଘଣ୍ଟା ପଡ଼ି ରହିଥିଲା ଶବ । ଶେଷରେ  ସ୍ୱେଚ୍ଛା ସେବୀ ସଂଗଠନ “ମେ ଆଇ ହେଲ୍ପ ୟୁ” ହତାରେ ହେଲା ଶବ ସତ୍କାର ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶଶ୍ୱର ଜିଲ୍ଲା ଜଳେଶ୍ବର ନାମ୍ପୋ ଅଞ୍ଚଳରେ । ଡାହାଣୀ ସନ୍ଦେହରେ ଉକ୍ତ ପରିବାରକୁ ଦୀର୍ଘ ୧୦ ଧରି ଗାଁ ଲେକେ କରିଥିଲେ ବାଛନ୍ଦ । ଯେଉଁଠି ମଣିଷ ମଲା ପରେ ବି ଗାଁ ଲେକେ କାନ୍ଧ ସେବାକୁ ଆସିଲେ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ