Masthead

HOME HOME - Odia News channel

  • Home Page
  • ଲାଇଭ୍ ଟିଭି
  • ବଡ଼ ଖବର
  • ରାଜନୀତି
  • ରାଜ୍ୟ
  • ଦେଶ ବିଦେଶ
  • ଜିଲ୍ଲା
    • ଅନୁଗୁଳ
    • କନ୍ଧମାଳ
    • କୋରାପୁଟ
    • କଟକ
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • ଗଜପତି
    • କଳାହାଣ୍ଡି
    • ଗଞ୍ଜାମ
    • ନବରଙ୍ଗପୁର
    • ରାୟଗଡ଼ା
    • ନୂଆପଡ଼ା
    • ବୌଦ୍ଧ
    • ବରଗଡ଼
    • ସମ୍ବଲପୁର
    • ମୟୂରଭଞ୍ଜ
    • ଭଦ୍ରକ
    • ବାଲେଶ୍ୱର
    • ଖୋର୍ଦ୍ଧା
    • ପୁରୀ
    • ନୟାଗଡ଼
    • ଯାଜପୁର
    • ଜଗତସିଂହପୁର
    • ମାଲକାନଗିରି
    • ଢେଙ୍କାନାଳ
    • ଝାରସୁଗୁଡ଼ା
    • ବଲାଙ୍ଗିର
    • ଦେବଗଡ଼
    • ସୁବର୍ଣ୍ଣପୁର
    • ସୁନ୍ଦରଗଡ଼
  • ଅପରାଧ
  • ଖେଳ
  • ପେଜ୍ ଥ୍ରୀ
  • YouTube LIVE
BADA KHABAR
  • Home
  • ଜିଲ୍ଲା
  • ଷ୍ଟେସନ ମାଷ୍ଟରଙ୍କ ପାଇଁ ଟଳିଗଲା ବଡ଼ ଦୁର୍ଘଟଣା

ଷ୍ଟେସନ ମାଷ୍ଟରଙ୍କ ପାଇଁ ଟଳିଗଲା ବଡ଼ ଦୁର୍ଘଟଣା

ଜିଲ୍ଲାବଡ଼ ଖବର
By Bada Khabar Bureau On Sep 29, 2025
Share FacebookTwitterWhatsAppEmailTelegramPrint

ସୋରୋ (ବଡ଼ ଖବର ବ୍ୟୁରୋ): ବାହାନଗା ରେଳ ଷ୍ଟେସନର ଭୟାନକ ରେଳ ଦୁର୍ଘଟଣା ମନରୁ ଲିଭି ନ ଥିବାବେଳେ ସୋର ରେଳ ଷ୍ଟେସନରେ ଆଉ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଷ୍ଟେସନ ମାଷ୍ଟରଙ୍କ ପାଇଁ ଟଳିଗଲା ବଡ଼ ଦୁର୍ଘଟଣା । ଘଟଣାକୁ ନେଇ ଦାୟିତ୍ବହୀନ ଦୁଇ ଲୋକୋ ପାଇଲଟ ଅଟକ । ମାର୍କୋଣା ରେଳ ଷ୍ଟେସନରୁ ରବିବାର ସନ୍ଧ୍ୟାରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଏହି ରେଲୱେ ଷ୍ଟେସନ ।

Related Posts

ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା

ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା

ହାୱଡ଼ାରୁ ପୁରୀ ଅଭିମୁଖେ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ୍‌ଟି ସୋର ରେଳ ଷ୍ଟେସନ ଅତିକ୍ରମ କରିବା ପରେ ମାର୍କୋଣା ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମରେ ଦେଇ ଯିବାକୁ ଥିଲା । ମାତ୍ର ଷ୍ଟେସନ ମାଷ୍ଟର ସିଗ୍‌ନାଲ୍‌ ଦେବା ପୁର୍ବରୁ ଲୋକ ପାଇଲଟ୍‌ ଦ୍ରୁତ ଗତିରେ ଥିବା ଟ୍ରେନକୁ ଷ୍ଟେସନ ଭିତରକୁ ଭର୍ତ୍ତି କରିଥିଲେ । ତେବେ ତୁରନ୍ତ ଷ୍ଟେସନ ମାଷ୍ଟର ଟ୍ରେନ୍‌କୁ ଅଟକାଇବାରୁ ଏକ ବଡ଼ ଧରଣର ଅଘଟଣକୁ ରୋକାଯାଇଥିଲା । ଏହି ଘଟଣାରେ ଦୁଇ ଲୋକୋ ପାଇଲଟଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି ।

Share

Prev Post

ଆଇଆଇସିଙ୍କୁ ପିଟିଲେ ଲୋକେ

Next Post

୪ ପ୍ରସ୍ତାବରେ ବାଜିଲା ମୋହର

ଆଗକୁ ପଢନ୍ତୁ
ଜିଲ୍ଲା

କଚାଡ଼ି ମାରିଲା ହାତୀ, ରେଞ୍ଜରକୁ ପିଟିଲେ ଉତ୍ତ୍ୟକ୍ତ ଲୋକେ

ଜିଲ୍ଲା

ପଶ୍ଚିମା ଝଡ଼ ପ୍ରଭାବ, ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଦେଶ ବିଦେଶ

ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ

କଟକ

ଅଫିସରେ ଝୁଲୁଛି ତାଲା

ବଡ଼ ଖବର

ଭିଜିଲାନ୍ସ ଜାଲରେ ଓଏସଆରଟିସିର ସିଏଓ

ଦେଶ ବିଦେଶ

କଂଗ୍ରେସ ଦଳ ମାନସିକ ବ୍ୟାଧିଗ୍ରସ୍ତ: ଜେପି ନଡ୍ଡା

Prev Next

ଅନ୍ୟାନ୍ୟ ଖବର

ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା

ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା

ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ

ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର

Prev Next
ଫଲୋ ଏବଂ ଲାଇକ୍ କରନ୍ତୁ
  • Facebook Join us on Facebook
  • Twitter Join us on Twitter
  • Youtube Join us on Youtube
  • Instagram Join us on Instagram
ଲୋକପ୍ରିୟ ବର୍ଗ
  • ବଡ଼ ଖବର20217
  • ରାଜ୍ୟ14370
  • ଦେଶ ବିଦେଶ8246
  • ଜିଲ୍ଲା6393
  • ରାଜନୀତି4274
  • ଖେଳ759
  • ଦେଶ ବିଦେଶ
  • ବଡ଼ ଖବର
  • ରାଜ୍ୟ
  • ରାଜନୀତି
  • ଜିଲ୍ଲା
  • Live TV
  • Contact us
© 2026 - BADA KHABAR. All Rights Reserved.
Powered By: Suryanandan.Net
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା
  • Likes
  • Followers
  • Subscribers
  • Followers