Masthead

ବିହାର ଓ ଝାଡ଼ଖଣ୍ଡରେ ପ୍ରଚାର କରିବେ ମୋହନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିହାର ଓ ଝାଡ଼ଖଣ୍ଡରେ ଦେଖାଇବେ ଦମ୍ । ଦୁଇ ରାଜ୍ୟରେ ପ୍ରଚାର ମଙ୍ଗ ଧରିବେ ମୋହନ । ବିହାରର ସାଧାରଣ ନିର୍ବାଚନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ବାର ପ୍ରଚାରରେ ଯିବେ। ଆସନ୍ତା ୨ ଓ ୩ ତାରିଖ ବିହାର ଗସ୍ତ କରିବାର ରହିଛି କାର୍ଯ୍ୟକ୍ରମ । ସାଧାରଣ ସଭା ସହ ରୋଡ ଶୋ ମଧ୍ୟ କରି ପାରନ୍ତି । ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଜନମତ ସଂଗ୍ରହ କରିବା ପାଇଁ ଧରିବେ ପ୍ରଚାର ଦାୟିତ୍ଵ । ଝାଡ଼ଖଣ୍ଡ ରାଜ୍ୟର ହେଉଥିବା ଉପ ନିର୍ବାଚନ ପ୍ରଚାର ମଇଦାନକୁ ଆସନ୍ତା ୬ତାରିଖରେ ଓହ୍ଲାଇବେ ପାଇଁ ଓଡ଼ିଶାର ସିଏମ ରଖିଛନ୍ତି ଯୋଜନା ।

ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ହୋଇଥିବାରୁ ମୋହନଙ୍କ କ୍ରେଜ୍ ରହିଛି । ସେଥିପାଇଁ ହାଇକମାଣ୍ଡ ମୋହନଙ୍କ କାନ୍ଧରେ ପ୍ରଚାର ଦାୟିତ୍ଵ ରଖିଛି। ସେପଟେ ଓଡ଼ିଶା ପ୍ରଦେଶରେ ନୂଆପଡାରେ ଅନୁଷ୍ଠିତ ଉପ ନିର୍ବାଚନ ମଇଦାନକୁ ଆସନ୍ତା ୭ତାରିଖରୁ ଓହ୍ଲାଇବାର ରହିଛି କାର୍ଯ୍ୟକ୍ରମ । ପୂର୍ବରୁ ମଧ୍ୟ ଯାଇ ମୋହନ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଜନମତ ସଂଗ୍ରହ କରିଥିବା ବେଳେ ପ୍ରଚାର ଶେଷ ଆଡ଼କୁ ନିଜର ଜଲୱା ଦେଖିବେ ମୋହନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ