ସ୍ୱର୍ଣ୍ଣ ଜିତିଲେ ଶ୍ରାବଣୀ ।

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସ୍ୱର୍ଣ୍ଣ ଜିତିଲେ ଓଡିଆ ସୁନା ଝିଅ ଶ୍ରାବଣୀ । ଓଡିଶାର ଗୌରବ ଏବେ ଶ୍ରାବଣୀଙ୍କ ହାତରେ । ଡାଇପିରେ ଚମକିଛନ୍ତି ଓଡିଆ ଧାବିକା ଶ୍ରାବଣୀ ନନ୍ଦ । ୪ଗୁଣା ୧୦୦ ମିଟର ରିଲେ ଦୌଡ଼ର ମହିଳା ବର୍ଗରେ ଓଡିଆ ଧାବିକା ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତୀୟ ମହିଳା ଟିମ୍ ରେ ସାମିଲ୍ ଥିଲେ ଓଡିଆ ଝିଅ ଶ୍ରାବଣୀ ନନ୍ଦ । ନ୍ୟୁ ଡାଇପେ ସିଟି ଆଥ୍ଲେଟିକ୍ସ ଓପନ ୨୦୨୬ ପ୍ରତିଯୋଗିତାରେ ୪୪.୦୭ ସେକେଣ୍ଡର ଏହି ସମୟ ସହିତ ସ୍ୱର୍ଣ୍ଣ ପଦକ ଜିତି ନିଜ ଚାମ୍ପିଆନ୍ ସିପ୍ ରେକର୍ଡର ସମକକ୍ଷ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ଦୌଡରେ ଶ୍ରାବଣୀ ଦମ୍ଦାର ଷ୍ଟାଟ୍ ନେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଧାବିକା ସ୍ନେହା । ତୃତୀୟ ପର୍ଯ୍ୟାୟରେ ସୁଦେଷ୍ଣା ଏହି ଗତିକୁ ବଜାୟ ରଖିଥିଲେ । ଆଉ ଶେଷରେ ଧାବିକା ତମନ୍ନା ଦୌଡ ଶେଷ କରି ସବୁଠୁ ଆଗରେ ରହି ସ୍ୱର୍ଣ୍ଣ ପଦକ ହାତେଇ ଥିଲେ । ଏସୀୟ ଆଥ୍ଲେଟିକ୍ସ ୨୦୨୫ ଇଭେଣ୍ଟରେ ଭାରତୀୟ ଦଳ ୪୩.୮୬ ସେକେଣ୍ଡର ସମୟ ନେଇ ରିଲେ ଶେଷ କରିଥଲେ । ଆଗକୁ ଏସିଆ କ୍ରିଡା ପାଖେଇ ଆସୁଥିବାରୁ ଆହୁରି ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି ଭାରତୀୟ ଟିମ୍ । ଶେଷରେ ସ୍ୱର୍ଣ୍ଣ ଜିତିବା ପରେ ଖୁସି ପ୍ରକାଶ କରିଛନ୍ତି ଓଡିଆ ଧାବିକା ଶ୍ରାବଣୀ ନନ୍ଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ