Masthead

ଟପ ମାଓ ନେତା ସର୍ବେଶ ମାଝୀ ଗିରଫ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଦୁର୍ଦ୍ଦାନ୍ତ ମାଓନେତା ସର୍ବେଶ ମାଝୀ ଓରଫ ମଙ୍ଗୁ ଗିରଫ । ଗିରଫ କଲା ରାୟଗଡା ପୋଲିସ । ମୁୁନିଗୁଡା ବ୍ଲକ ଦହିଖାଲ ଅଂଚଳରୁ କାବୁକଲା ପୋଲିସ । ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି ପୋଲିସ । ବଂଶଧାରା-ଘୁମୁଷର-ନାଗାବଳୀ ଡିଭିଜନର ମାଓନେତା ମଙ୍ଗୁ । ମଙ୍ଗୁ ଥିଲା ବିଜିଏନର ଶେଷ ଏବଂ ଏକମାତ୍ର ଓଡିଆ କ୍ୟାଡର ।

ରାୟଗଡ଼ା ଓ କନ୍ଧମାଳ ପୁଲିସ ହାତରେ ଧରାପଡିଛି ଟପ ମାଓ ନେତା ସର୍ବେଶ ମାଝୀ ଓରଫ ମଙ୍ଗୁ । ଗୁଇନ୍ଦା ବିଭାଗ ଏକ ସୂତ୍ରରୁ ଖବର ପାଇ ମୁନିଗୁଡା ବ୍ଲକ ଦହିଖାଲ ଅଂଚଳରୁ ପୁଲିସ ଧରିଥିବା ଜଣାପଡିଛି । କିନ୍ତୁ ରାୟଗଡ଼ା ପୁଲିସ ଏନେଇ କୌଣସି ସୂଚନା ପ୍ରଦାନ କରିନାହିଁ । ମଙ୍ଗୁକୁ ପ୍ରଥମେ ମୁନିଗୁଡ଼ା ଥାନାକୁ ଅଣାଯାଇ ପରେ ଗୁପ୍ତ ସ୍ଥାନରେ ପଚରା ଉଚରା କରୁଥିବା ଜଣାପଡିଛି । ମଙ୍ଗୁକୁ ପୁଲିସ ଗିରଫ କରିଛି କି ସେ ଆତ୍ମସମର୍ପଣ କରିଛି ସ୍ପଷ୍ଟ ହୋଇନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ