Masthead

ପଥରରେ ଛେଚି ବନ୍ଧୁଙ୍କୁ ହତ୍ୟା କଲା ବନ୍ଧୁ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ପଥରରେ ଛେଚି ବନ୍ଧୁଙ୍କୁ ହତ୍ୟା କଲା ବନ୍ଧୁ । ଆମ୍ବୁଲାନ୍ସ ନପହଞ୍ଚିବାରୁ ମୃତ୍ୟୁ ଅଭିଯୋଗ । ଓଡ଼ିଶା ଡ୍ରାଇଭର ମହାସଂଘ ଶତାଧିକ ଡ୍ରାଇଭର ଡାକ୍ତରଖାନାରେ ରୁଣ୍ଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡ଼ା ବଡ଼ମାଲ ଥାନା କୁମ୍ଭୀର ଗ୍ରାମର କ୍ୟାମ୍ପ ପଡ଼ାରେ । ସୂଚନା ଅନୁସାରେ ଏହି ଗ୍ରାମରେ ହତ୍ୟାକାଣ୍ଡରେ ଜଣକ ମୃତ୍ୟୁ ହୋଇଛି। ମୃତକ ହେଲେ ଜ୍ୟୋତିଷ ସାହୁ ।

ଗତକାଲି ରାତିରେ କୌଣସି କାରଣରୁ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା । ଜଣେ ସାଙ୍ଗ ଅନ୍ୟ ଜଣ ସାଙ୍ଗଙ୍କ ମୁହଁକୁ ଇଟାରେ ଆକ୍ରମଣ କରିଥିଲା । ଫଳରେ ଜ୍ୟୋତିଷ ଅଚେତ ଅବସ୍ଥାରେ ପଡିଥିଲା । ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା ମାତ୍ର ଆମ୍ବୁଲାନ୍ସ ନପହଞ୍ଚିବାରୁ ପୋଲିସ ଗାଡ଼ିରେ ଦେଢ଼ ଘଣ୍ଟା ପରେ ଡ଼ାକ୍ତରଖାନାରେ ପହଞ୍ଚାଇଥିଲା ପୋଲିସ ।

ପରେ ଡାକ୍ତର ବୁର୍ଲାକୁ ରେଫର କରିଥିଲେ । ମାତ୍ର ପୁଣି ଆମ୍ବୁଲାନ୍ସ ନହେବାରୁ ଡାକ୍ତରଖାନାରେ ହିଁ ଜ୍ୟୋତିଷଙ୍କ ମୃତ୍ୟୁ ହୋଇଥିଲା । ଯାହା ଓଡ଼ିଶା ଡ୍ରରାଇଭ ମହାସଂଘ ଝାରସୁଗୁଡ଼ା ଶାଖା ଅଭିଯୋଗ କରିଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ