Masthead

ସରପଞ୍ଚଙ୍କ ଦାଦାଗିରି, ମଦ ପିଇ ପୋଲିସଙ୍କୁ କଲେ ଦୁର୍ବ୍ୟବହାର

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ):  ସରପଞ୍ଚଙ୍କ ଦାଦଗିରି । ମଦପିଇ ଥାନା ଭିତରେ ପୋଲିସ କର୍ମଚାରୀଙ୍କୁ କଲେ ଦୁର୍ବ୍ୟବହାର । ‘ମୁଁ ସରପଞ୍ଚ ଯାହା ଚାହିଁବି ସେଇଟା କରିବି, ମୋର କେହିକିଛି କରି ପାରିବେ ନାହିଁ । ତମେ କି ପୋଲିସ ଆସିଲେ ତମ ଗୋଡ ଭାଙ୍ଗିଦେବି । ଏମିତି କିଛି ପୋଲିସକୁ ଶୁଣାଇଛନ୍ତି ଜଣେ ନିଶାସକ୍ତ ସରପଞ୍ଚ।

ସୂଚନା ମୁତାବକ ୪ତାରିଖ ରାତିରେ ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ ଜଳେଶରପୁର ସରପଞ୍ଚ ପ୍ରଫୁଲ୍ଲ ବେହୁରା ଗତକାଲି ରାତିରେ ନିଜ ଗ୍ରାମରେ ଘୋରାଇ କଳିର ସମାଧାନକୁ ନେଇ ଥାନାକୁ ଯାଇଥିଲୋ ସେଠାରେ ସମସ୍ତ ପୋଲିସ କର୍ମଚାରୀଙ୍କୁ ମଦପିଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ। ଏ ନେଇ ଗଙ୍ଗାଧର ସିଂ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ !