Masthead

ସଂସଦରେ ଆଦାନୀ ଝଡ଼, ମାର୍ଚ୍ଚ ୧୩ ଯାଏ ରାଜ୍ୟସଭା ସ୍ଥଗିତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଦାନୀ ମାମଲାରେ ରାଜ୍ୟସଭାରେ ହୋହାଲା । ସୋମବାର ସଂସଦରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ବିରୋଧୀ ସାଂସଦମାନେ ଆଦାନୀ ମାମଲାକୁ ନେଇ ରାଜ୍ୟସଭାରେ ଅଡୁଆ ସୃଷ୍ଟି କରିଥିଲେ। ଏହି ସମୟରେ, ବିରୋଧୀ ସାଂସଦମାନେ ରେକର୍ଡରୁ ମଲ୍ଲିକାର୍ଜୁନ ଖଡଗେଙ୍କ ଭାଷଣର କିଛି ଅଂଶକୁ ବଦ ଦେବାକୁ ନେଇ ଉତ୍ତେଜିତ ହୋଇ ବାଚସ୍ପତିଙ୍କ ପୋଡିୟମରେ ପହଞ୍ଚିଥିଲେ।

ରାଜ୍ୟସଭାର କାର୍ଯ୍ୟକୁ ୧୩ ମାର୍ଚ୍ଚ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି । କଂଗ୍ରେସ ସାଂସଦ ଶକ୍ତିସିନ୍ ଗୋହିଲ କହିଛନ୍ତି ଯେ ଆମେ ଆଦାନୀ ମାମଲାରେ ଆଲୋଚନା କରିବାକୁ ଚାହୁଁଛୁ, କିନ୍ତୁ କେନ୍ଦ୍ରସରକାର ଏହା ଚାହୁଁନାହାନ୍ତି । ଏହି ପ୍ରସଙ୍ଗ ଉଠାଇବାକୁ ଆମେ ଗୋଟିଏ ହେଲେ ସୁଯୋଗ ପାଇଲୁ ନାହିଁ । ଜେପିସି ଅନୁସନ୍ଧାନ କାହିଁକି ଆଦେଶ ଦିଆଗଲା ନାହିଁ? ପ୍ରଧାନମନ୍ତ୍ରୀ ସଂସଦରେ ଯେଉଁଭଳି ଭାବରେ ମନ୍ତବ୍ୟ ରଖିଲେ ତାହା ଗ୍ରହଣୀୟ ନୁହେଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା