Before Header

ସିଏମସି କାଉନସିଲ ବୈଠକରେ ହୋହଲ୍ଲା

ମୋକିମଙ୍କୁ ନଡାକିବାକୁ ନେଇ ହଟ୍ଟଗୋଳ

0 34

କଟକ(ବଡ଼ ଖବର ବ୍ୟୁରୋ): କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋହଲ୍ଲା । ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସରେ ସ୍ଥାନୀୟ ବିଧାୟକଙ୍କୁ ନ ଡାକିବାକୁ ନେଇ ବୈଠକରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ଦଳର କର୍ପୋରେଟର । ସୂଚନା ମୁତାବକ ବାରବାଟୀ ବିଧାନସଭା କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ନାମରେ ଶାସକ ଦଳର କର୍ପୋରେଟର ମାନେ ଫଟୋଉଠା ରାଜନୀତି କରିବା ସହ ସ୍ଥାନୀୟ ବିଧାୟକ ମହମ୍ମଦ ମୋକିମଙ୍କୁ ଡାକୁ ନଥିବା ଅଭିଯୋଗ କରିଛନ୍ତି ବିରୋଧୀ କର୍ପୋରେଟର ମାନେ । ଏହାର ପ୍ରତିବାଦରେ ଆଜି ପ୍ରଥମେ କାଉନସିଲ ବୈଠକ ଗୃହ ବାହାରେ ଓ ପରେ କଟକ ମହାନଗର ନିଗମର ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ ବିରୋଧୀ ।

Leave A Reply

Your email address will not be published.