Masthead

ଭାଇଙ୍କୁ ସୁସ୍ଥ କରିବା ପାଇଁ ସହଯୋଗ ଲୋଡିଛନ୍ତି ଆଦିତ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାଇଙ୍କୁ ସୁସ୍ଥ କରିବା ପାଇଁ ରାଉରକେଲାର ଆଦିତ୍ୟ ସାମଲ ଲୋଡିଛନ୍ତି ସହଯୋଗ । ଏପ୍ରିଲ ୯ରେ ଆଦିତ୍ୟଙ୍କ ବାପା ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ତାଙ୍କ ଭାଇ ସାଥିରେ ଥିଲେ । କିନ୍ତୁ ୧୧ ତାରିଖରେ ସଡ଼କ ଦୁର୍ଘଟଣାରେ ସେ ମଧ୍ୟ ଗୁରୁତର ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ବାପା- ଭାଇଙ୍କ ଚିକିତ୍ସା ପାଇଁ ପ୍ରତିଦିନ ଆବଶ୍ୟକ ପଡୁଥିବା ଖର୍ଚ୍ଚ ଭରଣ କରିବା ଆଦିତ୍ୟଙ୍କ ପାଖେ ଅସମ୍ଭବ ।

ବାଧ୍ୟ ହୋଇ ସେ ଆର୍ଥିକ ସହାୟତା ଲୋଡିଛନ୍ତି । ଏହା ସହ ଭାଇ ଓ ବାପାଙ୍କ ସୁସ୍ଥତା ପାଇଁ ଇଶ୍ୱରଙ୍କ ନିକଟରେ ପାର୍ଥନା କରିବାକୁ ଆଦିତ୍ୟ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି । ଟଙ୍କା ପଠାଇବାର ଠିକଣା ମଧ୍ୟ ଦେଇଛନ୍ତି ଆଦିତ୍ୟ । ୮୩୮୪୮୮୬୫୧୮ ନଂରେ ଗୁଗୁଲପେ ରେ ଆର୍ଥିକ ସହାୟତା ପଠାଇବା ପାଇଁ ସେ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା