୩୦ ଘଣ୍ଟା ପରେ ସ୍ଵାଭାବିକ ହେଲା ଟ୍ରେନ ଚଳାଚଳ, ପାଖାପାଖି ୧୪ ଟି ଟ୍ରେନ ହୋଇଥିଲା ବାତିଲ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ):  ଗତ ଦୁଇଦିନ ଧରି ପ୍ରବଳ ବର୍ଷାରେ ଦକ୍ଷିଣ ପୂର୍ବ ରେଳପଥ ବାଲେଶ୍ୱର – ହଳଦୀପଦା ମଝିରେ ଦବି ଥିଲା ଟ୍ରେନ ଟ୍ରାକ । ଦୁଇଦିନଧରି ଭୁବନେଶ୍ବର ଖଡଗପୁର ରୁଟରେ ବହୁ ଏକ୍ସପ୍ରେସ ଓ ପାସେଞ୍ଜାର ଟ୍ରେନ ବାତିଲ ହୋଇଯାଇଥିଲା । ଦୀର୍ଘ ୩୦ ଘଣ୍ଟା ପରେ ସରିଲା ଟ୍ରାକ ମରାମତି ।

 

ଆଜି ଠାରୁ ଧୀରେ ଧୀରେ ସ୍ଵାଭାବିକ ହେଲା ଟ୍ରେନ ଚଳାଚଳ । ଦୁଇଦିନ ହେବ ପାଖା ପାଖି ୧୪ ଟି ଟ୍ରେନ ହୋଇଥିଲା ବାତିଲ ।ଟ୍ରେନ ବାତିଲ କୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିଲେ ଯାତ୍ରୀ । ଖଡ଼ଗପୁର ଭଦ୍ରକ ମଧ୍ୟରେ ଗୋଟିଏ ମଧ୍ୟ ପ୍ୟାସେଞ୍ଜର ଟ୍ରେନ ଚାଲୁ ନଥିଲା ପାସଞ୍ଜର ଟ୍ରେନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’