Masthead

ବାହାନଗା ପରେ ଭଦ୍ରକ ପାସେଞ୍ଜର ଟ୍ରେନରେ ନିଆଁ

ଖଡଗପୁର(ବଡ଼ ଖବର ବ୍ୟୁରୋ):ଘଟୁଛି ଗୋଟିଏ ପରେ ଗୋଟିଏ ଟ୍ରେନ ଦୁର୍ଘଟଣା । ବାହାନଗା ପରେ ଏବେ ଭଦ୍ରକ ପାସେଞ୍ଜର ଟ୍ରେନରେ ଲାଗିଛି ନିଆଁ । ଟ୍ରେନ ଇଞ୍ଜିନ ତଳୁ ଧୂଆଁ ବାହାରୁଥିବା ଯାତ୍ରୀମାନେ ଦେଖିଥିଲେ । ଚଳନ୍ତା ଟ୍ରେନରେ ଚିତ୍କାର କରି ପାଇଲଟକୁ ଇଶାରା ଦେଇଥିଲେ । ଟ୍ରେନରୁ ତଳକୁ ଡେଇଁପଡିଥିଲେ ଯାତ୍ରୀମାନେ ।

ଲକ୍ଷ୍ମଣନାଥ ଷ୍ଟେସନରେ ଟ୍ରେନ ଛିଡା ହେବା ପରେ ପାଇଲଟ ତଳକୁ ଓହ୍ଲାଇ ଇଞ୍ଜିନ ତଳୁ ବାହାରୁଥିବା ନିଆଁକୁ ଆୟତ କରିଥିଲେ । ଇଞ୍ଜିନ ଚକାରେ ଲାଗିଥିବା ସ୍ପ୍ରିଂ ବକ୍ସରେ ମୋବିଲ ଲିକ ପାଇଁ ନିଆଁ ଲାଗିଥିଲା । ଏହାଦେଖି ଯାତ୍ରୀମାନେ ପାଇଲଟକୁ ସୂଚନା ଦେବା ପରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ଖଡଗପୁର ଭଦ୍ରକ ପାସେଞ୍ଜର ଟ୍ରେନ । ନିଆଁ ଆୟତ୍ତ ହେବାର ୩୦ ମିନିଟ ପରେ ଆଗକୁ ବଢିଥିଲା ଟ୍ରେନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା