Masthead

ଟପ -୧୦ କୋଟିପତି ତାଲିକାରୁ ବାଦ ପଡ଼ିଲେ ଅମ୍ବାନୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟପ -୧୦ କୋଟିପତି ତାଲିକାରୁ ବାଦ ପଡ଼ିଲେ ମୁକେଶ ଅମ୍ବାନୀ । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୩୦.୨ ମିଲିୟନ ଡଲାରରେ ହ୍ରାସ ପାଇଛି । ବର୍ତ୍ତମାନ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ହେଉଛି ୧୦୨ ବିଲିୟନ ଡଲାର । ସମ୍ପତ୍ତି ହ୍ରସ ହେବା ଫଳରେ ଅମ୍ବାନୀ ଶ୍ରେଷ୍ଠ ୧୦ ଅରବପତି ତଥା କୋଟିପତି ତାଲିକାରୁ ବାଦ ପଡିଛନ୍ତି । ସେ ଟପ ଟେନରେ ନ ରହି ୧୧ ନମ୍ବର ସ୍ଥାନରେ ରହିଛନ୍ତି ।

ସେପଟେ ଟେସଲା କମ୍ପାନୀ ମୁଖ୍ୟ ଏଲୋନ ମସ୍କଙ୍କ ସମ୍ପତ୍ତି ଉପରେ ଖୁବ ଲାଗ ହୋଇଛି । ଟେସଲା ସିଇଓ ଏଲୋନ ମସ୍କଙ୍କ ସମ୍ପତ୍ତି ୬.୦୬ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ବର୍ତ୍ତମାନ ମସ୍କର ସମ୍ପତ୍ତି ହେଉଛି ୨୩୬ ବିଲିୟନ ଡଲାର । ତାଙ୍କ ପରେ ଆମାଜନ ସିଇଓ ଜେଫ ବେଜୋସ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହା ସହ ଜେଫଙ୍କ ସମ୍ପତ୍ତି ୫.୬୩ ବିଲିୟନ ଡଲାରରୁ ୧୯୭ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା