Masthead

ଆମେରିକାର ଅଜବ ନ୍ୟାୟ ବ୍ୟବସ୍ଥା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୁହଁ ବନ୍ଦ କରିବା ପାଇଁ ଲାଞ୍ଚ ବା ହଶ ମାମଲାରେ ଟ୍ରମ୍ପଙ୍କ ବିରୋଧରେ ମାମଲା ଚାଲିଛି । ଅଭିନେତ୍ରୀ ଷ୍ଟର୍ମି ଟ୍ରମ୍ପଙ୍କ ବିରୋଧରେ କରିଥିବା ହାରିଯିବା ପରେ ଟ୍ରମ୍ପଙ୍କ ଅଦାଲତ ଖର୍ଚ୍ଚ ଲାଗି ୧ ଲକ୍ଷ ୨୧ଡଲାର ପୈଠ କରିବାକୁ କାଲିଫର୍ଣ୍ଣିଆର ୯ମ ୍ୟୁଏସ ସର୍କିଟ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ପୂର୍ବରୁ ଷ୍ଟର୍ମି ଏହି ମାମଲାରେ ୫ ଲକ୍ଷ ଡଲାରରୁ ଅଧିକ ଅର୍ଥ ପୈଠ କରୁଛନ୍ତି ।

ଷ୍ଟର୍ମି ୨୦୧୮ରେ ଟ୍ରମ୍ପଙ୍କ ବିରୋଧରେ ମାନହାନି ମାମଲା କରି ହାରି ଯାଇଥିଲେ । ଟ୍ରମ୍ପ ହଶ ମନି ଦେବା ନିମନ୍ତେ ଷ୍ଟର୍ମିଙ୍କୁ ୧ ଲକ୍ଷ ୩୦ ହଜାର ଡଲାର ଲାଞ୍ଚ ଦେବା ଏବଂ ପରେ ନିଜ ବ୍ୟବସାୟ ରେକର୍ଡ ଭୁଲ ଦେଖାଇବା ଆଦି ନେଇ ନୁ୍ୟୟର୍କରେ କୋର୍ଟରେ ପୁର୍ବତ୍ତନ ରାଷ୍ଟ୍ରପତିଙ୍କ ବିରୋଧରେ ୩୪ ଅଭିଯୋଗ ରହିଛି । ମଙ୍ଗଳବାର ଟ୍ରମ୍ପ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ଜାମିନ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା