Masthead

ଭତ୍ତା ପାଇଁ ସଙ୍ଘର୍ଷ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ):  ଭତ୍ତା ପାଇଁ ଚାଲିଛି ସଂଘର୍ଷ । କଳାହାଣ୍ଡି ଜିଲ୍ଲାରୁ ଆସିଛି ଅଭାବନୀୟ ଦୃଶ୍ୟ । ଯେଉଁଠି ୫୦୦ଟଙ୍କା ଭତ୍ତା ପାଇଁ ୫ କିଲୋମିଟର ଚାଲିକି ଯାଉଛନ୍ତି ୮୦ ବର୍ଷୀୟ ବୃଦ୍ଧା । ଅଣ୍ଟା ସିଧା ହେଉନି ହାତରେ ବାଡ଼ି ଖଣ୍ଡେ ଧରି ନଇଁ ନଇଁ ଚାଲିଛନ୍ତି । ଦେହରେ ବି ଆଉ ବଳ ନାହିଁ ଟିକେ ଚାଲି ଟିକେ ଅଟକି ପୁଣି ଟିକେ ଚାଲୁଛନ୍ତି ।

ଦୀର୍ଘ ୫ କିଲୋମିଟର ଅତିକ୍ରମ କଲା ପରେ ଯାଇ ପହଁଚିବେ ଲକ୍ଷ ସ୍ଥଳରେ । କୋକସରା ବ୍ଲକ ଦର୍ଲିପଡା ଗାଁର ପିତବତୀ ପାଳି । ନିଜ ଗାଁରେ ବ୍ୟାଙ୍କ ନ ଥିବାରୁ ୫ କିଲୋମିଟର ଦୂରରେ ଥିବା ଟେମେରା ମିନି ବ୍ୟାଙ୍କକୁ ଭତ୍ତା ଟଙ୍କା ଉଠେଇବା ପାଇଁ ଚାଲି ଚାଲି ଯାଉଛନ୍ତି । ସରକାର ଘରକୁ ଯାଇ ଭତ୍ତା ପ୍ରଦାନ କରିବା ପାଇଁ ବ୍ୟାଙ୍କକୁ ନିର୍ଦେଶ ଦେଇଥିଲେ ବି ବାରମ୍ବାର ଏହି ଭଳି ଦୃଶ୍ୟ ସାମ୍ନାକୁ ଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି