Masthead

ଅନନ୍ୟାଙ୍କୁ ୪ ଘଣ୍ଟା କାଳ ଜେରା ପରେ ଛାଡିଲା ଏନସିବି

(ବଡ଼ ଖବର ବ୍ୟୁରୋ):  ବଲିଉଡ ଓ ଡ୍ରଗ୍ସ ଲିଙ୍କ ଘଟଣାରେ ଛନ୍ଦି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଆଜି ତାଙ୍କୁ ଦ୍ୱିତୀୟ ଦିନ ପାଇଁ ଜେରା କରିଛି ଏନସିବି । ସେ ଆଜି ମଧ୍ୟାହ୍ନରେ ମୁମ୍ବାଇ ସ୍ଥିତ ଏନସିବି ଅଫିସରେ ପହଞ୍ଚିଥିଲେ । ଅନନ୍ୟାଙ୍କୁ ଦୀର୍ଘ ୪ ଘଣ୍ଟା କାଳ ଡ୍ରଗ୍ସ କାରବାର ଲିଙ୍କରେ ଏନସିବି ତାଙ୍କୁ ପଚରାଉଚରା କରିଥିଲା ।

ଏନସିବିର ମୁଖ୍ୟ ସମୀର ୱାଙ୍ଖେଡେ ନିଜେ ତାଙ୍କୁ କ୍ୟାବିନେଟରେ ଜେରା କରିଥିଲେ । ଅଫିସରେ ଅନନ୍ୟାଙ୍କ ସହ ଚଙ୍କି ପାଣ୍ଡେ ଉପସ୍ଥିତ ଥିଲେ । ସେ ଅଫିସରେ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ କ୍ୟାବିନେଟକୁ ଛଡା ଯାଇଥିଲା । ଅନନ୍ୟାଙ୍କୁ ୪ ଘଣ୍ଡା ଧରି ଜେରା କରାଯାଇଥିଲା । ଶେଷରେ ଅନନ୍ୟା ସନ୍ଧ୍ୟା ପ୍ରାୟ ୬.୩୦ରେ ଉଭୟ ବାପା-ଝିଅ ଏନସିବି ଅଫସିରୁ ବାହାରି ନିଜ ଘରକୁ ଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ