Masthead

ପୋଖରୀରୁ ମିଳିଲା ପ୍ରାଚୀନ ନାରାୟଣ ମୂର୍ତ୍ତି

ବନ୍ତ(ବଡ଼ ଖବର ବ୍ୟୁରୋ):ପୋଖରୀ ଖନନ ବେଳେ ପ୍ରାଚୀନ ନାରାୟଣଙ୍କ ମୂର୍ତ୍ତି ଉଦ୍ଧାର । ବନ୍ତ ବ୍ଲକ ଓଡଙ୍ଗ ମଲ୍ଲିକ ସାହିର ନାରାୟଣ ପୁହାଣଙ୍କ ଜମିରେ ଖୋଳା ହେଉଥôବା ଏକ ନୂଆ ପୋଖରୀରୁ ଏକ ପ୍ରାଚୀନ ନାରାୟଣଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି । ଗ୍ରାମର ନାରାୟଣ ପୁହାଣଙ୍କ ସହ ଅନ୍ୟ ମାନେ ମିଶି ଜେସିବି ସାହାଯ୍ୟରେ ଏକ ପୋଖରୀ ଖୋଳୁଥିଲେ । ପୋଖରୀର ୯ଫୁଟ ତଳେ ମେସିନ୍ର ଚାଳକ ଏକ ବିରାଟ ପଥର ଥôବା ଦେଖି ଉପସ୍ଥିତ ଲୋକଙ୍କୁ ଜଣାଇଥିଲେ। ଗ୍ରାମର କିଛି ଲୋକେ ପୋଖରୀ ଭିତରକୁ ପଶି ମାଟି ଖୋଳି ଏହି ପ୍ରାଚୀନ ନାରାୟଣ ମୂର୍ତ୍ତିକୁ ଉଦ୍ଧାର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ