Masthead

‘ଆନ୍ଧ୍ର ଗୋ ବ୍ୟାକ’

କୋଟିଆ (ବଡ଼ ଖବର ବ୍ୟୁରୋ): ବିବାଦୀୟ ଗାଁ କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ପୁଣି ଥିରେ ଅନୁ ପ୍ରବେଶ । ମୁହାଁମୁହିଁ ପଟ୍ଟଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ଏବଂ ଅନ୍ଧ୍ର ପିଆଇ ଟି ଡି ଏ କୂର୍ମନାଥ । କୋରପୁଟ ଜିଲ୍ଲା ପଟ୍ଟଙ୍ଗୀ ବ୍ଲକ ଫାଟୁସେନେରୀ ରେ ଅନ୍ଧ୍ର ଅଧିକାରୀ ପିଆଇ ଟି ଡି ଏ କୂର୍ମନାଦ ସେଠାରେ ପହଞ୍ଚି ଭୋଜିଭାତର ପସରା ଚାଲାଇଥିଲେ ।

ଫାଟୁସେନେରୀ ଯାଇ ସେଇ ଅଞ୍ଚଳ ଲୋକଙ୍କୁ ଅନ୍ଧ୍ର ପଟେ ମୁହାଁ କିରିଥିବା ଖବର ପାଇଁ ପଟ୍ଟଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ଅପିରାହ୍ନ ଚାରିଟାରେ ନିଜ ସାଥୀମାନଙ୍କୁ ନେଇ ଓଡ଼ିଶା ସୀମାକୁ ଯଗିବା ସହ କେଉଁ ଅଧିକାର ନେଇ ଓଡ଼ିଶା ସୀମାରେ ପ୍ରବେଶ କରିଛ ବୋଲି କହିବା ସହ ସୁପ୍ରିମକୋର୍ଟରେ ମାମଲା ଥିବାବେଳେ କେଉଁ କାରଣରୁ ଓଡ଼ିଶା ସୀମାରେ ଆସିଛ ବୋଲି ପାର୍ବତିପୁରମ ପିଆଇ ଟି ଡି ଏ କୁ ପ୍ରଶ୍ନ କରିଥିଲେ ।

ସେଠାରେ ଅନ୍ଧ୍ର ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ । ମୁହାଁମୁହିଁ ହେବା ଫଳରେ ଅନ୍ଧ୍ର ଗୋ ବ୍ୟକ ବୋଲି ଓଡ଼ିଶାବାସୀ ନାରା ଦେବା ଫଳରେ ଅନ୍ଧ୍ର ଅଧିକାରୀ ଡରିକି ଚାଲିଯାଇଥିଲେ । ପରେ ପ୍ରୀତମ ପାଢ଼ୀ ସୀମାକୁ ଯଗି ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ