Before Header

ଆପଣଙ୍କ ପାଣ୍ଡିତ୍ୟ ଆପଣ ପାଠ କରନ୍ତୁ: ଅରୁଣ ସାହୁ

0 47

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିରୋଧୀଙ୍କୁ ଅରୁଣଙ୍କ କଟାକ୍ଷ । ନୟାଗଡ ବଧାୟକ ଅରୁଣ ସାହୁ କହିଛନ୍ତି, ଆପଣ ବିରୋଧୀ ଭାବେ କୁହନ୍ତୁ କିନ୍ତୁ ଆମ କୁ ତ କିଛି ସମୟ ମିଳୁ। ଆପଣଙ୍କ ପାଣ୍ଡିତ୍ୟ ଆପଣ ପାଠ କରନ୍ତୁ ଆମର କିଛି କହିବାର ନାହିଁ। ଚାଷୀ କଥା କହି ବିରୋଧୀଙ୍କ ପାଣ୍ଡିତ୍ୟ ଜ୍ଞାନକୁ ତେରଛା ବାଣ ମାରିଲେ ଶାସକ ଦଳର ଉଭୟ ବିଧାୟକ ଦେବୀ ମିଶ୍ର ଓ ଅରୁଣ ସାହୁ।

Leave A Reply

Your email address will not be published.