ଆର୍ୟନ ଖାନ ଡ୍ରଗ୍ସ ମାମଲା, ହ୍ୱାଟସଆପ ଚାଟର ନୂଆ ଖୁଲାସା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଏବଂ ଗୌରୀ ଖାନଙ୍କ ପୁଅ ଆର୍ୟନ ଖାନକୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ୩ ଅକ୍ଟୋବରରେ ଡ୍ରଗ୍ସ ମାମଲାକୁ ନେଇ ଗିରଫ କରିଥିଲା । ଗୋଟେ ସପ୍ତାହ ପରେ ମଧ୍ୟ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା ପାଇଁ ଡକା ଯାଇଥିଲା । ସୂଚନାନୁସାରେ ଡ୍ରଗ୍ସ ମାମଲାରେ ଆର୍ୟନ ଏବଂ ଅନନ୍ୟାଙ୍କ ମଧ୍ୟରେ ହ୍ୱାଟସଅପ ଜରିଆରେ ଚାଟିଂ ହୋଇଥିଲା । ଉଭୟଙ୍କ ମଧ୍ୟରେ ହୋଇଥିବା ହ୍ୱାଟସଅପ ଚାଟର ସ୍କ୍ରିନସଟ ସାମ୍ନାକୁ ଆସିଛି ।

 

ସେମାନଙ୍କ ମଧ୍ୟରେ ହୋଇଥିବା ଚାଟିଂରେ ଡ୍ରଗ୍ସ କାରାବାର ଏବଂ ଏନସିବି ବିଷୟରେ ବାର୍ତ୍ତାଳାପ ହୋଇଥିଲା । ଆର୍ୟନ ମଜାକରେ ତାଙ୍କ ସାଙ୍ଗମାନଙ୍କୁ ଏନସିବି ନାମରେ ଧମକାଉ ଥିବା ନଜର ଆସିଛି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ହ୍ୱାଟସଆପ ଚାଟରେ ଅଚିତ କୁମାରଙ୍କ ସହ ବିପୁଳ ପରିମାଣାରେ ଡ୍ରଗ୍ସ କିଣିବା ପାଇଁ କଥାବାର୍ତ୍ତା କରିଥିଲେ । ଏହା ବ୍ୟତୀତ ୮୦,୦୦୦ ଟଙ୍କାର ଡ୍ରଗ୍ସ ମଗାଇଥିଲେ ଆର୍ୟନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’