Masthead

ଘରକୁ ଫେରିବେ ଆର୍ୟନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆଉ କିଛି ସମୟପରେ ଜେଲରୁ ମୁକୁଲିବେ ଆର୍ୟନ ଖାନ । ପ୍ରାୟ ୪ ସପ୍ତାହ ପରେ କୋର୍ଟ ତାଙ୍କୁ ବେଲ ଦେଇଛି । ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଅକ୍ଟୋବର ଦୁଇ ତାରିଖରେ ଆର୍ୟନ ଖାନ ଗିରଫ ହୋଇଥିଲେ । ସେପଟେ ବେଲ ଅର୍ଡର ନେଇ ଜେଲରେ ପହଞ୍ଚିଛନ୍ତି ଆର୍ୟନ ଖାନଙ୍କ ଓକିଲ ମାନୋଶିଂଦେ । ବେଲ ପେପରରେ ଜୁହି ଚୱାଲା ଦସ୍ତଖତ କରିଥିବାର ଦେଖିବାକୁ ମିଳିଛି । ହେଲେ ମୁମ୍ବାଇ କୋର୍ଟ ପାଞ୍ଚିଟି ସର୍ତ୍ତ ରଖିଛନ୍ତି ।
୧-୧ ଲକ୍ଷ ଟଙ୍କାର ଜୋରିମାନା ରଖିଲେ କୋର୍ଟ
୨-ପ୍ରତ୍ୟେକ ଶୁକ୍ରବାର ଆର୍ୟନ ଖାନଙ୍କୁ ଏନସିବି ଅଫିସ ଯିବା ପାଇଁ ପଡ଼ିବ ।
୩-ଯାଞ୍ଚ ଅଧିକାରୀଙ୍କୁ ନ କହି ମୁମ୍ବାଇ ଛାଡ଼ି ପାରିବେ ନାହିଁ ଆର୍ୟନ ।
୪-କୌଣସି ଦ୍ୱିତୀୟ ଅଭିଯୁକ୍ତଙ୍କ ସମ୍ପର୍କରେ ରହିବାକୁ ମନା କଲେ କୋର୍ଟ ।
୫-ଏନଡିପିଏସ କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯିବାକୁ ମନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ