Masthead

ଅସଦଙ୍କୁ ଲାଗିଛି ୨ ଗୁଳି

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ):  ଅସଦ ଏନକାଉଣ୍ଟର ମାମଲା । ମେଡିକାଲ ରିପୋର୍ଟରେ ସାମ୍ନାକୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରିପୋର୍ଟ ଅନୁଯାୟୀ, ଅସଦଙ୍କୁ ୨ଟି ଗୁଳି ଲାଗିଛି। ପ୍ରଥମ ଗୁଳିଟି ତାଙ୍କ ପିଠିରେ ବାଜିଥିବା ବେଳେ ଦ୍ୱିତୀୟଟି ତାଙ୍କ ଛାତିରେ ବାଜିଛି। ଏହାପରେ ଏହି ଗୁଳିଟି ତାଙ୍କ ବେକରେ ଯାଇ ଅଟକି ଯାଇଥିଲା।

ଅସଦଙ୍କ ସହ ଏନକାଉଣ୍ଟରେ ମୃତ୍ୟୁ ହୋଇଥିବା ତାଙ୍କ ସହଯୋଗୀ ଗୁଲାମଙ୍କ ପିଠିରେ ଗୋଟିଏ ଗୁଳି ବାଜି ଏହା ଛାତି ଦେଇ ବାହାରି ଯାଇଛି। ସୂଚନାଯୋଗ୍ୟ, ଏହି ୨ ଅଭିଯୁକ୍ତ ହିଁ ଫେବୃୟାରୀ ୨୪ରେ ପ୍ରୟାଗରାଜରେ ତାଙ୍କ ସାଥିଙ୍କ ସହ ମିଶି ଉମେଶ ପାଲଙ୍କୁ ହତ୍ୟା କରିଥିଲେ। ଏଥିରେ ଉତ୍ତର ପ୍ରଦେଶ ପୋଲିସର ଦୁଇ ସିପାହୀ ବି ଶହୀଦ ହୋଇ ଯାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା