Masthead

ବିପୁଳ ପରିମାଣର ଗଞ୍ଜେଇ ଜବତ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ରେଙ୍ଗାଲି ଅବକାରୀ ବିଭାଗକୁ ବଡ ସଫଳତା । ଚଢାଉ ସମୟରେ ଅବକାରୀ ବିଭାଗ ହାତରେ ଲାଗିଲା ବିପୁଳ ପରିମାଣର ଗଞ୍ଜେଇ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ କାର୍ୟ୍ୟାଳୟ ପାଖ ଝୁରୀପଡା ଛକରେ ଦୈନନ୍ଦିନ ନାକାବନ୍ଦୀ କରୁଥିବା ସମୟରେ ଏକ ଧଳା ରଙ୍ଗର ମାରୁତି କାରକୁ ଅଟକାଇ ଜାଞ୍ଚ କରୁଥିବା ବେଳେ ଗାଡି ଭିତରୁ ଗଞ୍ଜେଇ ବାହାରିଥିଲା । ଗାଡି ଭିତରୁ ଉତ୍ତରପ୍ରଦେଶର ଭାଡୋହି ଜିଲ୍ଲା ଦେବନାଥପୁର ଗ୍ରାମର ଅମନ ପାଣ୍ଡେ ଙ୍କୁ ଗିରଫକରି କୋର୍ଟଚାଲାଣ କରାଜାଇଛି । ତାଙ୍କ ପାଖରୁ ଏକ ସ୍ମାର୍ଟ ଫୋନ ସହ ୭୬କେ ଜି ଗଞ୍ଜେଇ ସହ ମାରୁତି ଗାଡି ଜବତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ