Before Header

ୱାର୍ଡ ନଂ ୨ ରେ ବିଜେଡି ବିଜୟୀ

0 30

ଅତାବିରା(ବଡ଼ ଖବର ବ୍ୟୁରୋ): ଅତାବିରା ଏନଏସି ନିର୍ବାଚନ ଫଳାଫଳ । ୱାର୍ଡ ନଂ ୨ରେ ବିଜେଡି ବିଜୟୀ । ଶିବାନନ୍ଦ ତ୍ରିପାଠୀ ୧୨୧ ଭୋଟରେ ବିଜୟୀ ହୋଇଛନ୍ତି । କଂଗ୍ରେସକୁ ୧୦୩ ଭୋଟ ମିଳିଥିବା ବେଳେ ବିଜେଡିକୁ ୩୨୪ ଖଣ୍ଡ ଭୋଟ ଏବଂ ବିଜେପିକୁ ୭୭ ଭୋଟ ମିଳିଛି । ସକାଳ ୮ରୁ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ୪ଟି ଟେବୁଲରେ ଚାରି ରାଉଣ୍ଡ ଗଣତି ଚାଲିଛି । ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

Leave A Reply

Your email address will not be published.